ମେଷ: ଆପଣଙ୍କ ବିଚାର ସକାରାତ୍ମକ ରହିବ। ବନ୍ଧୁ ସହିତ ମିଶିବା ଲାଗି ଇଚ୍ଛା ହେବ। ନେତାଙ୍କ ଲାଗି ଦିନଟି ଭଲ ରହିବ। ସମାଜରେ ମାନ ସମ୍ମାନ ବଢ଼ିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଦିନଟି କ୍ୟାରିୟର ଲାଗି ଅଧିକ ଶୁଭ। କୌଣସି ଜରୁରୀ କାମ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ। ପରିବାର ଲୋକଙ୍କ ସହିତ ଉତ୍ତମ ବୁଝାମଣା ରହିବ।
ମିଥୁନ: କୌଣସି ନୂଆ କାମ ପାଇଁ ଯୋଜନା କରିବେ। ଶତ୍ରୁମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ସ୍କୁଲରେ ଶିକ୍ଷକ ଆପଣଙ୍କ କାମରେ ଖୁସି ହେବେ।
କର୍କଟ: ପୂଜାପାଠରେ ସମୟ ବିତିବ। ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଛାତ୍ର ପରୀକ୍ଷାରେ ଭଲ କରିବେ।
ସି˚ହ: ସୁଖଦ ସମାଚାର ପାଇବେ। ଘରକୁ ବନ୍ଧୁଙ୍କ ଯିବା-ଆସିବା ଲାଗି ରହିବ। ନିଜର ଜିନିଷପତ୍ର ଉପରେ ଧୢାନ ରଖନ୍ତୁ। ଶିକ୍ଷାରେ ଛାତ୍ରଙ୍କୁ ଉତ୍ତମ ପରିଣାମ ମିଳିବ।
କନ୍ୟା: ଖୋଦ୍କୁ ସତେଜ ଅନୁଭବ କରିବେ। ଆମଦାନିର ନୂଆ ଉତ୍ସ ପାଇବେ। ଓକିଲଙ୍କ ଠାରୁ ଆଇନ ସମ୍ପର୍କିତ ପରାମର୍ଶ ନେବେ। ପାରିବାରିକ ଜୀବନ ସୁଖକର ହେବ।
ତୁଳା: ମହତ୍ତ୍ବପୂର୍ଣ୍ଣ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ବ୍ୟବସାୟରେ ଲାଭ ପାଇବେ। ପ୍ରେମିକ ପ୍ରେମିକା ପରସ୍ପର ସୁଖଦୁଃଖ ବାଣ୍ଟି ପାରନ୍ତି।
ବିଛା: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଥଟ୍ଟା ତମାସା ପାଇଁ ସମାଜରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଧନଲାଭର ସୁଯୋଗ ମିଳିପାରେ।
ଧନୁ: ଅଫିସରେ ଆପଣଙ୍କୁ ସତର୍କ ରହିବାକୁ ହେବ। କଠିନ ପରସ୍ଥିତିରେ ବନ୍ଧୁ ସାହାଯ୍ୟ କରିବେ। ଭୂସ˚ପତ୍ତି କିଣିବା ଯୋଗ ରହିଛି। ଛାତ୍ରୀ ପରୀକ୍ଷାରେ ଭଲ କରିବେ।
ମକର: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। କୌଣସି ବନ୍ଧୁ ମାଧୢମରେ ସ୍ଥଗିତ କାମ ସ˚ପୂର୍ଣ୍ଣ ହୋଇଯିବ। ଦାମ୍ପତ୍ୟ ଜୀବନରେ ସୁଖଦ ଅନୁଭୂତି ହେବ।
କୁମ୍ଭ: ଦୁନିଆକୁ ଜିଣି ନେବା ଲାଗି ଆପଣଙ୍କ ଭିତରେ ଉତ୍ସାହ ରହିବ। ଜମିରେ ନିବେଶ ଲାଗି ଭଲ ଦିନଟିଏ। ନୂଆ ଚାକିରି ଲାଗି ଇମେଲ୍ ପାଇପାରନ୍ତି।
ମୀନ: କ˚ପାନିରେ ଚାକିରି କରୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ବନ୍ଧୁ ମାଧୢମରେ ଅଶାନ୍ତିର ସମାଧାନ ବାହାରିଯିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।