ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟ ସମ୍ବନ୍ଧିତ କାମ ପୂରା ହେବ। ଓକିଲଙ୍କ ଲାଗି ଦିନଟି ଲାଭଦାୟକ। ଆପଣଙ୍କୁ ଭଲ ଜାଗାରେ ଚାକିରି ମିଳିପାରେ। ଘରକୁ ବନ୍ଧୁ ଆସିବେ।

ବୃଷ: ପୂଜାପାଠରେ ଅଧିକ ସମୟ ବିତିବ। ମନୋବଳ ଓ କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ହେବ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ।

ମିଥୁନ: କୌଣସି କଥା ବୁଝିବାରେ ତ୍ରୁଟି ହୋଇପାରେ। ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି।

କର୍କଟ: ବୁଦ୍ଧି ବଳରେ ବହୁତ କାମ କରିନେବେ। ରାଜନୀତିରେ ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି। ଜୀବନସାଥୀଙ୍କ ଠାରୁ ପ୍ରେମ ଓ ସୁଖ ପାଇବେ।

ସି˚ହ: ନିଜକୁ ସଠିକ୍‌ ପ୍ରମାଣିତ କରିବାକୁ ସକ୍ଷମ ହେବେ। ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଖୁସି ଭରା ରହିବ।

କନ୍ୟା: ଆପଣଙ୍କ ମନ ପ୍ରସନ୍ନ ରହିବ। କିଛି ନା କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତୁ। ଆର୍ଥିକ ଚିନ୍ତା ସମାପ୍ତ ହେବ। ସନ୍ଧ୍ୟାରେ ପ୍ରିୟତମଙ୍କ ସହିତ ଭଲରେ ସମୟ କଟିବ।

ତୁଳା: ଅଫିସର ପରିବେଶ ଠିକ୍‌ ରହିବ। ବରିଷ୍ଠଙ୍କ ସହିତ କୌଣସି ପ୍ରସଙ୍ଗରେ କଥାବାର୍ତ୍ତା ହେବେ। ଛାତ୍ରଙ୍କୁ ଶିକ୍ଷକଙ୍କର ପୂରା ସାହାଯ୍ୟ ମିଳିବ।

ବିଛା: ଭାଇ ଭଉଣୀଙ୍କ ସହ ଏକମତ ହୋଇ କାମ କରନ୍ତୁ, ଉନ୍ନତି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ।

ଧନୁ: ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବେ। ଚାକିରିରେ ଦରମା ବଢ଼ିପାରେ। ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

ମକର: ସାମାଜିକ କାର୍ଯ୍ୟରେ ସମୟ ଦେବେ। ବନ୍ଧୁ ମାଧୢମରେ କିଛି ଆଶା ପୂରଣ ହେବ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେଇପାରନ୍ତି।

କୁମ୍ଭ: ଜରୁରୀ କାମ ମନ୍ଥର ଗତି ପାଇଁ ଅଧୁରା ରହିପାରେ। ଆର୍ଥିକ ମାମଲାରେ ହଇରାଣ ହୋଇପାରନ୍ତି। ଆପଣଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

ମୀନ: ଜୀବନରେ ଉନ୍ନତି ଲାଗି ସୁଯୋଗ ଆସିପାରେ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ପରିବାର ମଧୢରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ସମ୍ବନ୍ଧିତ ଖବର