/sambad/media/post_attachments/wp-content/uploads/2017/11/ms-1.jpg) ମେଷ: ଆଗକୁ ବଢ଼ିବା ଲାଗି ଭାଗ୍ୟର ସହଯୋଗ ପାଇବେ। ବଡ଼ କ˚ପାନିରେ ଚାକିରିର ସୁଯୋଗ ଆସିବ। ମହିଳାଙ୍କର ଉପନ୍ୟାସ କବିତା ଆଦିରେ ରୁଚି ବଢ଼ିବ।
ମେଷ: ଆଗକୁ ବଢ଼ିବା ଲାଗି ଭାଗ୍ୟର ସହଯୋଗ ପାଇବେ। ବଡ଼ କ˚ପାନିରେ ଚାକିରିର ସୁଯୋଗ ଆସିବ। ମହିଳାଙ୍କର ଉପନ୍ୟାସ କବିତା ଆଦିରେ ରୁଚି ବଢ଼ିବ।
/sambad/media/post_attachments/wp-content/uploads/2017/11/brus-290x300.jpg) ବୃଷ: ଯାହା ବି କାମ କରିବେ ସଫଳତା ପାଇବେ। ଆର୍ଥିକ ସ୍ଥିତି ଉତ୍ତମ ରହିବ। ଆପଣଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିପାରେ। ପାରିବାରିକ ଜୀବନ ସୁଖକର ହେବ।
ବୃଷ: ଯାହା ବି କାମ କରିବେ ସଫଳତା ପାଇବେ। ଆର୍ଥିକ ସ୍ଥିତି ଉତ୍ତମ ରହିବ। ଆପଣଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିପାରେ। ପାରିବାରିକ ଜୀବନ ସୁଖକର ହେବ।
/sambad/media/post_attachments/wp-content/uploads/2017/11/mithun.jpg) ମିଥୁନ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ପରିବାରରେ ଶାନ୍ତ ପରିବେଶ ରହିବ। ବ୍ୟବସାୟରେ ଉନ୍ନତି ହେବ। ପ୍ରେମିକାଙ୍କୁ ମନର କଥା କହିବେ।
ମିଥୁନ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ପରିବାରରେ ଶାନ୍ତ ପରିବେଶ ରହିବ। ବ୍ୟବସାୟରେ ଉନ୍ନତି ହେବ। ପ୍ରେମିକାଙ୍କୁ ମନର କଥା କହିବେ।
/sambad/media/post_attachments/wp-content/uploads/2017/11/karkat.jpg) କର୍କଟ: ଖୋଦ୍କୁ ଶକ୍ତିବାନ ଅନୁଭବ କରିବେ। ଅଧିକାରୀଙ୍କ ସହିତ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଛାତ୍ରଙ୍କ କ୍ୟାରିୟର୍ରେ ନୂଆ ପରିବର୍ତ୍ତନ ଆସିବ।
କର୍କଟ: ଖୋଦ୍କୁ ଶକ୍ତିବାନ ଅନୁଭବ କରିବେ। ଅଧିକାରୀଙ୍କ ସହିତ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଛାତ୍ରଙ୍କ କ୍ୟାରିୟର୍ରେ ନୂଆ ପରିବର୍ତ୍ତନ ଆସିବ।
/sambad/media/post_attachments/wp-content/uploads/2017/11/singha.jpg) ସି˚ହ: ସକାରାତ୍ମକ ଭାବନା ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ। ଅନ୍ୟମାନଙ୍କ କାମରେ ନିଜର ମତ ଦେବାରୁ ନିବୃତ୍ତ ରୁହନ୍ତୁ।
ସି˚ହ: ସକାରାତ୍ମକ ଭାବନା ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ। ଅନ୍ୟମାନଙ୍କ କାମରେ ନିଜର ମତ ଦେବାରୁ ନିବୃତ୍ତ ରୁହନ୍ତୁ।
/sambad/media/post_attachments/wp-content/uploads/2017/11/kanya.jpg) କନ୍ୟା: ନିଜର ଇଚ୍ଛା ପୂରଣ କରିବାର ପ୍ରୟାସରେ ସଫଳ ହେବେ। ଚାକିରିରେ ଦରମା ବଢ଼ିପାରେ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ।
କନ୍ୟା: ନିଜର ଇଚ୍ଛା ପୂରଣ କରିବାର ପ୍ରୟାସରେ ସଫଳ ହେବେ। ଚାକିରିରେ ଦରମା ବଢ଼ିପାରେ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ।
/sambad/media/post_attachments/wp-content/uploads/2017/11/tula.jpg) ତୁଳା: ଶିକ୍ଷାକ୍ଷେତ୍ରରେ ଉନ୍ନତି ଲାଗି ସୁଯୋଗ ପାଇବେ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ବ୍ୟବସାୟରେ ସବୁ ଭଲ ହେବ।
ତୁଳା: ଶିକ୍ଷାକ୍ଷେତ୍ରରେ ଉନ୍ନତି ଲାଗି ସୁଯୋଗ ପାଇବେ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ବ୍ୟବସାୟରେ ସବୁ ଭଲ ହେବ।
/sambad/media/post_attachments/wp-content/uploads/2017/11/bicha.jpg) ବିଛା: ଆମଦାନି ଲାଗି ନୂଆ ସୁଯୋଗ ପାଇବେ। ଚାକିରିରେ ଉନ୍ନତି ହୋଇପାରେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।
ବିଛା: ଆମଦାନି ଲାଗି ନୂଆ ସୁଯୋଗ ପାଇବେ। ଚାକିରିରେ ଉନ୍ନତି ହୋଇପାରେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।
/sambad/media/post_attachments/wp-content/uploads/2017/10/dhanu.jpg) ଧନୁ: ସମସ୍ତଙ୍କ ପ୍ରତି ଆପଣଙ୍କ ବ୍ୟବହାର ଭଲ ରହିବ। କାରବାରରେ ସ୍ଥଗିତ ଥିବା କାର୍ଯ୍ୟ ପୂରା ହେବ। ସରକାରୀ କ୍ଷେତ୍ରରେ ଲାଭ ପାଇବେ।
ଧନୁ: ସମସ୍ତଙ୍କ ପ୍ରତି ଆପଣଙ୍କ ବ୍ୟବହାର ଭଲ ରହିବ। କାରବାରରେ ସ୍ଥଗିତ ଥିବା କାର୍ଯ୍ୟ ପୂରା ହେବ। ସରକାରୀ କ୍ଷେତ୍ରରେ ଲାଭ ପାଇବେ।
/sambad/media/post_attachments/wp-content/uploads/2017/11/makar.jpg) ମକର: ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ପୂରା ହୋଇପାରେ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହିତ ପୂର୍ବ କଥାକୁ ନେଇ ମତଭେଦ ହୋଇପାରେ।
ମକର: ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ପୂରା ହୋଇପାରେ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହିତ ପୂର୍ବ କଥାକୁ ନେଇ ମତଭେଦ ହୋଇପାରେ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ଅଯଥାରେ କାହାରି ସହିତ ତର୍କ-ବିତର୍କ କରନ୍ତୁ ନାହିଁ। ଛାତ୍ରଙ୍କୁ ପାଠପଢ଼ା କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି।
/sambad/media/post_attachments/wp-content/uploads/2017/11/mina.jpg) ମୀନ: ଆପଣଙ୍କ ମନ ପ୍ରସନ୍ନ ରହିବ। ନୂଆ ଲୋକଙ୍କ ସହିତ ମଧୁର ଆଳାପ ହେବ। ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ମୀନ: ଆପଣଙ୍କ ମନ ପ୍ରସନ୍ନ ରହିବ। ନୂଆ ଲୋକଙ୍କ ସହିତ ମଧୁର ଆଳାପ ହେବ। ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-9.jpg)
