ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ନିଜ କାମକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସ˚ପୂର୍ଣ୍ଣ କରିନେବେ। ଘରକୁ ବନ୍ଧୁଙ୍କ ଯିବା ଆସିବା ଲାଗି ରହିବ। ଜୀବନସାଥୀଙ୍କୁ ବାହାରକୁ ବୁଲାଇ ନେଇଯିବେ।

ବୃଷ: ଲଗାତାର ପ୍ରୟାସରେ ସଫଳତା ପାଇବେ। ଲୁଗା ବ୍ୟବସାୟୀଙ୍କୁ ସତର୍କ ରହିବାକୁ ହେବ। ପରିବାର ସହିତ ଭଲରେ ସମୟ ଅତିବାହିତ କରିବେ।

ମିଥୁନ: ଚାକିରି ସମ୍ବନ୍ଧରେ କୌଣସି ଶୁଭ ସମାଚାର ପାଇବେ। କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ବେପାରୀଙ୍କ ଲାଗି ଦିନଟି ଭଲ।

କର୍କଟ: ଆପଣଙ୍କର ହାସ୍ୟୋଦ୍ଦୀପକ ସ୍ବଭାବ ପାଇଁ ଲୋକପ୍ରିୟତା ବୃଦ୍ଧି ହେବ। ପରିଜନଙ୍କ ସହିତ ଜିନିଷ କିଣିବା ଲାଗି ସହରକୁ ଯିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

ସି˚ହ: ସାମାଜିକ ଉତ୍ସବରେ ଯୋଗ ଦେବେ। ଅଫିସରେ ଆପଣଙ୍କୁ ସତର୍କ ରହିବାକୁ ହେବ। ଦୋକାନୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

କନ୍ୟା: ନୂଆ କାମ ଆରମ୍ଭ କରିବା ଲାଗି ଆପଣ ବହୁତ ଉତ୍ସୁକ ରହିବେ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ।

ତୁଳା: ମନରେ ଧାର୍ମିକ ଭାବନା ଉଦୟ ହେବ। ଅଧୢାପକଙ୍କ ଲାଗି ଭଲ ଦିନଟିଏ। ବ୍ୟବସାୟରେ ଉନ୍ନତି ହେବ। ବିବାହିତ ଲୋକଙ୍କୁ ଶୁଭ ସମାଚାର ମିଳିବ।

ବିଛା: ଅତୀତର କଥାକୁ ନେଇ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ସହଯୋଗରେ ସବୁ ଅଶାନ୍ତିର ସମାଧାନ ହୋଇଯିବ। କର୍ତ୍ତୃପକ୍ଷଙ୍କ ଠାରୁ ଉପଯୋଗୀ ଉପହାର ପାଇପାରନ୍ତି।

ଧନୁ: ଆପଣଙ୍କ ବିଚାର ସକାରାତ୍ମକ ରହିବ। ଗାୟକଙ୍କ ଲାଗି ଭଲ ଦିନଟିଏ। ବେପାରରେ ଲାଭର ଯୋଗ ରହିଛି। ପରିବାରରେ ସୁଖଶାନ୍ତି ବଢ଼ିବ।

ମକର: ଜରୁରୀ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଅଚାନକ ଧନଲାଭ ହେବ। ଆପଣ ଖୁସି ଖବର ପାଇବେ। ବିବାହିତଙ୍କ ଲାଗି ଭଲ ଦିନଟିଏ।

କୁମ୍ଭ: ଆପଣଙ୍କ ବ୍ୟବହାରରେ ଅନ୍ୟମାନେ ପ୍ରସନ୍ନ ରହିବେ। କୌଣସି ଶୁଭ ସମାଚାର ପାଇବେ। ମନୋର˚ଜନ କାର୍ଯ୍ୟରେ ଖର୍ଚ୍ଚ କରିବେ।

ମୀନ: ଆପଣଙ୍କ ମନ ରଚନାତ୍ମକ କାର୍ଯ୍ୟ ଆଡ଼କୁ ଢଳିବ। ବାହାରକୁ ବୁଲି ଯିବା ପାଇଁ ଇଚ୍ଛା ହେବ। ଛାତ୍ର ପରୀକ୍ଷାରେ ବହୁତ ଭଲ କରିବେ। ପରିବାରର ସ୍ଥିତି ଠିକ୍‌ ରହିବ।

ସମ୍ବନ୍ଧିତ ଖବର