ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଠିକ୍‌ ନିଷ୍ପତ୍ତି ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ଚାକିରିଜୀବୀଙ୍କୁ ବିଶେଷ ସଫଳତା ହାସଲ ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।

ବୃଷ: ଯେଉଁ କାମ ହାତକୁ ନେବେ ପୂରା ମନୋଯୋଗରେ କରିବେ। ଧନଲାଭର ଯୋଗ ରହିଛି। କୌଣସି ବନ୍ଧୁ ସହିତ ମତଭେଦ ହୋଇପାରେ।

ମିଥୁନ: ଆପଣଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। ପାରିବାରିକ କଷ୍ଟ ଦୂର ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

କର୍କଟ: ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

ସି˚ହ: ପରିବାରର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

କନ୍ୟା: ଯୌଥ କାରବାରରେ ଯଥେଷ୍ଟ ଲାଭ ପାଇବେ। ଜମି କିଣିବା ଲାଗି ଦିନଟି ଶୁଭ। କର୍ତ୍ତୃପକ୍ଷ ଆପଣଙ୍କ ଉପରେ ଖୁସି ରହିବେ। ପ୍ରେମ ଜୀବନ ଭଲ ରହିବ।

ତୁଳା: ମନକୁ ନୂଆ ନୂଆ ବିଚାର ଆସିବ। ଜୀବନରେ ଲାଗି ରହିଥିବା ଅସୁବିଧା ଦୂର କରିବାକୁ ଚେଷ୍ଟା କରିବେ। ଛାତ୍ରମାନେ ପରୀକ୍ଷାରେ ଭଲ କରିବେ।

ବିଛା: ପ୍ରଭୁଙ୍କ ସ୍ମରଣ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ। ବ୍ୟବସାୟରେ ଧନଲାଭ ହେବ।

ଧନୁ: ଆପଣଙ୍କ ମନର ଇଚ୍ଛା ପୂରଣ ହେବ। ଅଚାନକ କୌଣସି ବନ୍ଧୁ ଆସିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଠିକ୍‌ ରହିବ।

ମକର: କାରବାରୀଙ୍କ ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତି ମଜଭୁତ ହେବ। ଛାତ୍ରମାନେ ଭଲଭାବେ ନିଜର କାମ ତୁଲାଇବେ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

କୁମ୍ଭ: ଆପଣଙ୍କର ଆତ୍ମବିଶ୍ବାସ ଓ ସଚ୍ଚୋଟତା ପାଇଁ ଆଗକୁ ବଢ଼ିବା ସହଜ ହେବ। ଚାକିରିରେ ପଦୋନ୍ନତି ମିଳିପାରେ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ।

ମୀନ: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ଘରକୁ ବନ୍ଧୁଙ୍କ ଯିବା ଆସିବା ଲାଗି ରହିବ। ପ୍ରତିଯୋଗୀ ଛାତ୍ର ଲେଖାପଢ଼ାରେ ଅମନୋଯୋଗୀ ହେବେ।

ସମ୍ବନ୍ଧିତ ଖବର