publive-imageମେଷ: ଚାକିରି ବୃତ୍ତିରେ ଉନ୍ନତି ହେବ। ସଙ୍ଗୀତରେ ରୁଚି ରଖୁଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ। ଘରକୁ କୌଣସି ବନ୍ଧୁ ଶୁଭ ସମାଚାର ନେଇ ଆସିବେ।

Advertisment

publive-imageବୃଷ: ଅତୀତ କଥାକୁ ନେଇ ପଶ୍ଚାତ୍ତାପ ହୋଇପାରେ। ପରିବାର ଲୋକଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟରେ ଆଶାଜନକ ଲାଭ ମିଳିବ।

publive-imageମିଥୁନ: ଆପଣଙ୍କର କୌଣସି ଆଶା ପୂରଣ ହେବ। ନିଜର କାର୍ଯ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ। ରାଜନୀତିରେ ଆର୍ଥିକ ଲାଭ ହେବ।

publive-imageକର୍କଟ: ସ୍ବଭାବ ଟିକେ ଚିଡ଼ିଚିଡ଼ା ରହିବ। ପଡ଼ୋଶୀଙ୍କ ସହିତ ସାମାଜିକ କାର୍ଯ୍ୟ କରିବେ। ଚାକିରିଜୀବୀଙ୍କର ପଦୋନ୍ନତିର ପଥ ଖୋଲିବ।

publive-imageସି˚ହ: ବ୍ୟବସାୟରେ ତୁରନ୍ତ ସମାଧାନ ଲାଭପ୍ରଦ ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ଛାତ୍ରଙ୍କୁ କୌଣସି ଭଲ ଖବର ମିଳିବ।

publive-imageକନ୍ୟା: ପରିସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ପରିଶ୍ରମର ସ˚ପୂର୍ଣ୍ଣ ଫଳ ପାଇବେ। ଡାକ୍ତର ଆଜି ନୂଆ ଚିକିତ୍ସାଳୟ ଆରମ୍ଭ କରିବେ। ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

publive-imageତୁଳା: ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

publive-imageବିଛା: କାରବାରରେ ଧନଲାଭର ସ୍ଥିତି ଉତ୍ପନ୍ନ ହୋଇପାରେ। ନିଜ ପରିସୀମାରୁ ବାହାରି ବଡ଼ ଲୋକଙ୍କ ସହିତ ମିଶନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

publive-imageଧନୁ: ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ। କ୍ୟାରିୟରରେ ଉନ୍ନତି ଲାଗି ନୂଆ ମାର୍ଗ ପାଇବେ। ଗୃହିଣୀ ନିଜର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିପାରିବେ।

publive-imageମକର: ଜମି ଦଲାଲଙ୍କ ଲାଗି ଭଲ ଦିନଟିଏ। ପରିବାରରେ ସୁଖଶାନ୍ତି କାଏମ୍‌ ରହିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଛାତ୍ରଙ୍କୁ ଭଲ ଖବର ମିଳିବ।

publive-image

କୁମ୍ଭ: ଘରକୁ କୌଣସି ନୂଆ ବନ୍ଧୁଙ୍କ ଆଗମନ ହେବ। ବ୍ୟବସାୟରେ ଲାଭର ଯୋଗ ରହିଛି। ସାମାଜିକ କାର୍ଯ୍ୟ ଲାଗି ଆପଣଙ୍କୁ ସମ୍ମାନିତ କରାଯିବ।

publive-imageମୀନ: ପରିବାରର କୌଣସି ସଦସ୍ୟ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଖୁସି ଖବର ପାଇବେ। ନୂଆ ଉତ୍ସରୁ ଆଶାଠୁଁ ଅଧିକ ଧନଲାଭ ହେବ।