ଜାଣନ୍ତୁ ଆଜିର ରାଶିଫଳ

ମେଷ: ଖୋଦ୍‌କୁ ସତେଜ ଅନୁଭବ କରିବେ। ପ୍ରତିଟି କାମ ସ˚ପୂର୍ଣ୍ଣ କରିବାରେ କମ୍‌ ସମୟ ଲାଗିବ। ଜୀବନସାଥୀଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

ବୃଷ: କାର୍ଯ୍ୟକ୍ଷେତ୍ରରେ କୌଣସି ବନ୍ଧୁଙ୍କ ସହିତ ବିବାଦ ହୋଇପାରେ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ।

ମିଥୁନ: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିପାରେ। ପରିବାର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ।

କର୍କଟ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ସନ୍ତାନ ସମ୍ବନ୍ଧରେ କୌଣସି ଖୁସି ଖବର ପାଇବେ। ଆପଣଙ୍କର ସବୁ ଅଭାବ ପୂରା ହେବ।

ସି˚ହ: କାର୍ଯ୍ୟକ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବେ। ଜମାପୁଞ୍ଜି ବୃଦ୍ଧି ପାଇବ। ନ ଭାବିଚିନ୍ତି କାହାରିକୁ ଧାର ଦିଅନ୍ତୁ ନାହିଁ। ଚକ୍ଷୁ ସମସ୍ୟାର ସମାଧାନ ହେବ।

କନ୍ୟା: କୌଣସି ସ˚ଗଠନ ଆରମ୍ଭ କରିବା ଲାଗି ଭଲ ଦିନଟିଏ। ଘର ଲୋକଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ବ୍ୟବସାୟରେ ଲାଭ ହୋଇପାରେ।

ତୁଳା: ମନରେ ନୂଆ ନୂଆ ବିଚାର ଆସିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ଆସିବ।

ବିଛା: ସମସ୍ୟାର ସମାଧାନ ସହଜରେ ବାହାରିଯିବ। ରାଜନୀତିରେ ସଫଳତା ପାଇବେ। କାହାରିକୁ ଧାର ଦେବାରୁ ନିବୃତ୍ତ ରୁହନ୍ତୁ।

ଧନୁ: କାର୍ଯକ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ହେବ। ଘରୋଇ କ˚ପାନିରେ ଚାକିରି ମିଳିପାରେ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ।

ମକର: ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସ˚ପର୍କ ମଜଭୁତ ହେବ। କାମ ସ˚ପୂର୍ଣ୍ଣ କରିବାରେ ଅଧିକ ସମୟ ଲାଗିପାରେ।

କୁମ୍ଭ: ପୂରା ଦିନ ନୂଆ ଶକ୍ତିରେ ଭରି ରହିବେ। ପୁରୁଣା ବନ୍ଧୁ ସହିତ ଦେଖା ହେବ। ଭଲ ଖବର ପାଇବେ। ନୂଆ କାମ ଆରମ୍ଭ କରିପାରନ୍ତି।

ମୀନ: ଅଫିସରେ ପରିବେଶ ଭଲ ରହିବ। ସହକର୍ମୀଙ୍କ ସହଯୋଗ ପାଇବେ। ଅଧୁରା ଥିବା କାମ ପୂରା ହେବ। ଜୀବନସାଥୀ ଆପଣଙ୍କୁ ଯଥେଷ୍ଟ ପ୍ରେମ କରିବେ।

ସମ୍ବନ୍ଧିତ ଖବର