publive-imageମେଷ: ଧାର୍ମିକ କାର୍ଯ୍ୟରେ କରନ୍ତୁ, ଚାକିରି ବୃତ୍ତିରେ ଲାଭ ପାଇବେ। ପରିବାରରେ କାହାରି ବିବାହ ତାରିଖ ଧାର୍ଯ୍ୟ ହୋଇପାରେ। ସ୍ବାସ୍ଥ୍ୟ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

Advertisment

publive-imageବୃଷ: କର୍ମକ୍ଷେତ୍ରରେ ସଫଳତା ପାଇବେ। ଆୟ ବୃଦ୍ଧି ହେତୁ ଖୁସି ହେବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

publive-imageମିଥୁନ: ଆପଣଙ୍କର ପରାକ୍ରମ ବୃଦ୍ଧି ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପିଲାମାନଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ।

publive-imageକର୍କଟ: ପୂର୍ବରୁ କରିଆସୁଥିବା କାମରେ ଲାଭ ପାଇବେ। ଆପଣଙ୍କର ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ।

publive-imageସିଂହ: ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ଆକର୍ଷିତ କରିବ। ଆମଦାନିର ନୂଆ ରାସ୍ତା ଉନ୍ମୁକ୍ତ ହେବ। ପ୍ରତିଯୋଗିତାମୂଳକ କାର୍ଯ୍ୟରେ ଉପକୃତ ହେବେ।

publive-imageକନ୍ୟା: ଆପଣଙ୍କ ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବନ୍ଧୁ ସହିତ ବାହାରକୁ ବୁଲି ଯାଇପାରନ୍ତି। ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ହେବ।

publive-imageତୁଳା: ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ବନ୍ଧୁ ଠାରୁ ଶୁଭ ଖବର ପାଇବେ। ବ୍ୟବସାୟ ପାଇଁ ଭଲ ସୁଯୋଗ ପାଇବେ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।

publive-imageବିଛା: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବାପାଙ୍କ ମାଧ୍ୟମରେ ଯଥେଷ୍ଟ ଲାଭ ପାଇବେ। ବେକାରଙ୍କୁ ରୋଜଗାର ମିଳିବାର ସମ୍ଭାବନା ରହିଛି।

publive-imageଧନୁ: ନକାରାତ୍ମକ ବିଚାର ମନକୁ ବିଚଳିତ କରିପାରେ। ପ୍ରଭୁଙ୍କୁ ସ୍ମରଣ କରନ୍ତୁ ସବୁ ଠିକ୍ ହୋଇଯିବ। ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ।

publive-imageମକର: ସମୟ ଆପଣଙ୍କ ଲାଗି ବହୁତ ଭଲ। ପ୍ରଶଂସା ମିଳିବା ହେତୁ ମନ ଖୁସି ରହିବ। ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ତ୍ବପୂର୍ଣ୍ଣ ବୈଠକ ହେବ।

publive-image

କୁମ୍ଭ: ଆପଣଙ୍କର କୌଣସି ଇଚ୍ଛା ପୂରଣ ହେବ। ସବୁ କାମ ଛାଡ଼ି ସାଥୀଙ୍କ ସହିତ କଥାବାର୍ତ୍ତା କରିବେ। ଶତ୍ରୁଙ୍କ ଷଡ୍‍ଯନ୍ତ୍ର ପ୍ରଘଟ ହୋଇଯିବ। ବୈବାହିକ ଜୀବନରେ ସୁଖୀ ରହିବେ।

publive-imageମୀନ: ଦିନଟି ଶୁଭପ୍ରଦ। ସବୁ ସମସ୍ୟାର ସମାଧାନ ବାହାରିବ। ନେତା ଓ ଉଚ୍ଚାଧିକାରୀଙ୍କ ସହଯୋଗ ପାଇବେ। ପାରିବାରିକ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ।