publive-imageମେଷ: ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିପାରେ। କ୍ୟାରିୟରରେ ଉନ୍ନତିର ମାର୍ଗ ଖୋଲିବ। କିଣାବିକା ଲାଗି ଦିନଟି ଭଲ।

Advertisment

publive-imageବୃଷ: କୌଣସି ଶୁଭ ସମ୍ବାଦ ପାଇବେ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ନୂଆ ଯୋଜନା ତିଆରି କରିବାରେ ସଫଳ ହେବେ। ଘରେ ସୁଖ ଶାନ୍ତି ବଜାୟ ରହିବ।

publive-imageମିଥୁନ: କୌଣସି ନୂଆ କାମ କରିବା ପାଇଁ ଭାବିବେ। ଅଧିକାରୀଙ୍କ ସହିତ ଘନିଷ୍ଠତା ବଢ଼ିବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭଦାୟକ।

publive-imageକର୍କଟ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଉପାର୍ଜନ ପ୍ରସଙ୍ଗରେ ଅଭିଜ୍ଞ ବ୍ୟକ୍ତିଙ୍କର ପରାମର୍ଶ ପାଇବେ। ଜୀବନସାଥୀ ସହିତ ସମ୍ବନ୍ଧ ବହୁତ ଭଲ ରହିବ।

publive-imageସିଂହ: କୌଣସି ନୂଆ କାମ କରିବା ଲାଗି ଭାବିପାରନ୍ତି। ମନୋଯୋଗରେ କାମ କଲେ ଯଥେଷ୍ଟ ସଫଳତା ପାଇବେ। ଜୀବନସାଥୀ ଆପଣଙ୍କ ନିଷ୍କପଟତାରେ ପ୍ରଭାବିତ ହେବେ।

publive-imageକନ୍ୟା: ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ବନ୍ଧୁ ସହିତ ବ୍ୟକ୍ତିଗତ ବିଷୟରେ ଆଲୋଚନା କରିବେ। ଆୟର ନୂଆ ଉତ୍ସ ସମ୍ମୁଖକୁ ଆସିବ।

publive-imageତୁଳା: ଗୃହିଣୀ ନିଦ୍ଧାର୍ରିତ ସମୟ ପୂର୍ବରୁ ନିଜର କାମ ସଂପୂର୍ଣ୍ଣ କରିଦେବେ। କାରବାରରେ ଧନଲାଭ ହେବ। ଛାତ୍ରଛାତ୍ରୀଙ୍କ ମନରେ କୌଣସି ନୂଆ ବିଚାର ଆସିବ।

publive-imageବିଛା: ଆପଣ ଯେଉଁ କାମ କରିବାକୁ ଆଶା କରିଛନ୍ତି ତାହା ପୂରା ହେବ। ବ୍ୟବସାୟରେ ଅଚାନକ ଧନଲାଭ ହେବ। କୌଣସି ଶୁଭକାର୍ଯ୍ୟ ପାଇଁ ରୂପରେଖ ପ୍ରସ୍ତୁତ କରିବେ।

publive-imageଧନୁ: କୌଣସି ଭଲ ଖବର ମିଳିପାରେ। ବ୍ୟକ୍ତିଗତ ବିଷୟରେ ଚିନ୍ତାଧାରା ବଦଳି ପାରେ। ପରିବାର ସହିତ ସୁଖଦ ସମୟ ଅତିବାହିତ କରିବେ।

publive-imageମକର: ଧୀଶକ୍ତି ବଳରେ ଆପଣ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ନବବିବାହିତଙ୍କ ଜୀବନରେ ମଧୁରତା ବଢ଼ିବ। ଛାତ୍ରଙ୍କୁ ନିଜ ପରିଶ୍ରମର ପରିଣାମ ହାସଲ ହେବ।

publive-image

କୁମ୍ଭ: ପୂର୍ବରୁ କରିଆସୁଥିବା କାମରେ ଲାଭ ପାଇବେ। କୌଣସି ଭଲ ଖବର ପାଇବେ। ଧାର୍ମିକ ଆୟୋଜନରେ ଭାଗ ନେବାର ସୁଯୋଗ ପାଇବେ।

publive-imageମୀନ: ଦିନଟି ଆତ୍ମବିଶ୍ବାସ ଭରା ରହିବ। ଆପଣଙ୍କର କାର୍ଯ୍ୟରେ ଉନ୍ନତି ସୁନିଶ୍ଚିତ ହେବ। ଛାତ୍ରଙ୍କ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଆସିବ।