ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ରହିବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଅବିବାହିତଙ୍କ ଲାଗି ଦିନଟି ବହୁତ ଭଲ।

ବୃଷ: ଆପଣ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ନୂଆ କାମରେ ଆଶାନୁରୂପ ଫଳ ପାଇବେ। ଛାତ୍ରଛାତ୍ରୀଙ୍କୁ ଯଥେଷ୍ଟ ସଫଳତା ମିଳିବ।

ମିଥୁନ: ବ୍ୟବସାୟରେ ଧନଲାଭ ଯୋଗ ରହିଛି। ପସନ୍ଦର ଚାକିରି ମିଳିବା ଯୋଗୁଁ ମନ ଖୁସି ହେବ। ପରିବାର ସହ ସ୍ବାଦିଷ୍ଠ ଭୋଜନ କରିବାରେ ଆନନ୍ଦ ପାଇବେ।

କର୍କଟ: ଭାବପ୍ରବଣ ହୋଇପାରନ୍ତି। ଚିକିତ୍ସାଳୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ବ୍ୟବସାୟୀଙ୍କୁ ନୂଆ ଉତ୍ସରୁ ଲାଭ ହେବ।

ସିଂହ: ଯେଉଁ କାମ କରିବେ ତାହା ଆରାମରେ ସଂପୂର୍ଣ୍ଣ ହୋଇଯିବ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇଲେ ଦିଗୁଣା ଲାଭ ମିଳିପାରେ। ସାଥୀ ଆପଣଙ୍କ ଭାବନାକୁ ବୁଝିବେ।

କନ୍ୟା: କୌଣସି କାମ ବଡ଼ ଭାଇଙ୍କ ସାହାଯ୍ୟରେ ପୂରା ହୋଇଯିବ। ଜମି କିଣିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖନ୍ତୁ। କୌଣସି ସହପାଠୀ ଆପଣଙ୍କୁ ମନର କଥା କହିବେ।

ତୁଳା: କଥା କହିବା ଶୈଳୀରେ ଲୋକମାନଙ୍କୁ ଆକର୍ଷିତ କରିବାରେ ସଫଳ ରହିବେ। ଭଲ ଚାକିରିର ସୁଯୋଗ ଆସିବ। ଧର୍ମ କାର୍ଯ୍ୟରେ ମନ ଲଗାଇବେ।

ବିଛା: ଠିକାଦାର ନୂଆ ଟେଣ୍ଡର ପାଇବେ। ଇଂଜିନିୟର ଅଭିଜ୍ଞତାକୁ ଠିକ୍ ଦିଶାରେ ପ୍ରୟୋଗ କରିବେ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ।

ଧନୁ: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଅଫିସରେ ବାକିଥିବା କାମ ସଂପୂର୍ଣ୍ଣ ହେବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ସମୟ ଭଲରେ ବିତିବ।

ମକର: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ସନ୍ଧ୍ୟାରେ କୌଣସି ବନ୍ଧୁ ସହିତ ଲମ୍ବା ସମୟ ଧରି କଥା ହେବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

କୁମ୍ଭ: ବିବାହିତ ନିଜର ଜୀବନକୁ ଆନନ୍ଦମୟ କରିବା ଚେଷ୍ଟାରେ ଲାଗି ରହିବେ। ଘରୋଇ ଚାକିରିଆଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ସମ୍ବନ୍ଧରେ ମଧୁରତା ବଢ଼ିବ।

ମୀନ: ମନରେ ନୂଆ ନୂଆ ବିଚାର ଆସିବ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କ କାମ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ଆପଣଙ୍କର କିଛି ନୂଆ ବନ୍ଧୁ ହୋଇପାରନ୍ତି।

ସମ୍ବନ୍ଧିତ ଖବର