ଜାଣନ୍ତୁ ଆଜିର ରାଶିଫଳ

ମେଷ: ବିନମ୍ର ହୋଇ ଗୁରୁଜନଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଆୟ ବୃଦ୍ଧି ପାଇଁ ଉଚିତ ସୁଯୋଗ ପାଇବେ। ଜମି ଦଲିଲ ଭଲ ଭାବରେ ପଢ଼ି ଦସ୍ତଖତ କରନ୍ତୁ।

 

 

ବୃଷ: ବେପାର ବୃତ୍ତିରେ ସଫଳତା ପାଇବେ। ଗଣମାଧୢମ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ ରହିବ। ମହିଳାଙ୍କୁ ନୂଆ ଜିନିଷ କିଣିବାର ସୁଯୋଗ ମିଳିବ।

 

 

ମିଥୁନ: ଆପଣଙ୍କ ଭାବନା ରଚନାତ୍ମକ ରହିବ। କର୍ମ କ୍ଷେତ୍ରରେ ପ୍ରଶ˚ସା ପାଇବେ। ଧନଲାଭ ଯୋଗ ରହିଛି। ବନ୍ଧୁଙ୍କ ସହିତ ସମ୍ବନ୍ଧ ଘନିଷ୍ଠ ହେବ।

 

 

କର୍କଟ: ବହୁ ଦିନର ସ୍ବପ୍ନ ସାକାର ହେବ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ସମାଜରେ ମାନ ସମ୍ମାନ ବଢ଼ିବ। ଅଧିକ ଲାଭ ପାଇଁ ନୂଆ କୌଶଳ ଅବଲମ୍ବନ କରିବେ।

 

 

ସି˚ହ: କୌଣସି ନୂଆ କାମ ଲାଗି ଆପଣଙ୍କ ମନରେ କଳ୍ପନା ଆସିବ। ଆଗକୁ ବଢ଼ିବା ଲାଗି ସ୍ତ୍ରୀଙ୍କର ସହଯୋଗ ପାଇବେ। ଘରକୁ ବନ୍ଧୁ ଆସିପାରନ୍ତି।

 

କନ୍ୟା: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଅଫିସରେ କାହାରି ସହିତ ତର୍କ ହୋଇପାରେ। ଜୀବନସାଥୀଙ୍କ ସହିତ ଭଲ ତାଳମେଳ ବଜାୟ ରହିବ।

 

 

ତୁଳା: ଭାବିଥିବା ଯୋଜନା ଫଳପ୍ରଦ ସାବ୍ୟସ୍ତ ହେବ। ବିରୋଧୀଙ୍କୁ ପରାସ୍ତ କରିବେ। କାରବାର ବୃଦ୍ଧି ହେବ। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ।

 

 

ବିଛା: ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ଆପଣଙ୍କୁ ଚାକିରି ମିଳିପାରେ। ବ୍ୟବସାୟରେ ପୁଞ୍ଜି ନିବେଶ କରିବେ। ଜୀବନସାଥୀଙ୍କ ଆଦର ପାଇବେ।

 

ଧନୁ: ଆପଣଙ୍କ ମନ ଖୁସି ରହିବ। ଅନ୍ୟମାନଙ୍କ ସହିତ ଥଟ୍ଟାମଜା କରିବେ। ଚାକିରି ଲାଗି କରି ଆସୁଥିବା ପ୍ରୟାସରେ ସଫଳତା ପାଇବେ। ବ୍ୟବସାୟରେ ସୁଧାର ଆଣିବେ।

 

 

ମକର: କାମରେ ସକାରାତ୍ମକ ଫଳ ପାଇବେ। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ବିଦ୍ୟାର୍ଥୀଙ୍କ ଲାଗି ଭଲ ଦିନଟିଏ।

 

କୁମ୍ଭ: ପରିବାର ସହିତ ଆନନ୍ଦର ମୁହୂର୍ତ୍ତ ଅତିବାହିତ କରିବେ। ପ୍ରତିଟି କାମ ଆପଣଙ୍କ ମନ ମୁତାବକ ହେବ। ଆପଣଙ୍କ ବ୍ୟବହାର ଦେଖି ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ।

 

ମୀନ: ଆପଣଙ୍କ ମନ ଆଧୢାତ୍ମିକ ପ୍ରସଙ୍ଗରେ ଅଧିକ ବ୍ୟସ୍ତ ରହିବ। ନିଃସ୍ବାର୍ଥ ସମାଜସେବା ପାଇଁ ପ୍ରତିଷ୍ଠା ପାଇବେ। ବ୍ୟବସାୟୀଙ୍କୁ ପୂର୍ବ ଯୋଜନାର ଲାଭ ମିଳିବ।

ସମ୍ବନ୍ଧିତ ଖବର