ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ ବକେୟା ପଇସା ମିଳିବାର ସମ୍ଭାବନା। ଆପଣ ବିଶେଷ କାମରେ ଅନ୍ୟ ଲୋକଙ୍କ ସହଯୋଗ ପାଇବେ। ପରିବାର ଆପଣଙ୍କର ନିଷ୍ପତ୍ତିରେ ସାଥ୍ ଦେବ।

ବୃଷ: ଆପଣଙ୍କ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। କିଛି ନିଜସ୍ବ କାମ ସଂପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଅଫିସ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ।

ମିଥୁନ: ଘରେ ପୁଣ୍ୟକାର୍ଯ୍ୟର ଯୋଜନା କରିପାରନ୍ତି। ବେପାରରେ ଆଶାଠୁଁ ଅଧିକ ଲାଭ ପାଇବେ। ସନ୍ତାନ ପକ୍ଷରୁ ଶୁଭ ଖବର ମିଳିବ।

କର୍କଟ: ଆପଣଙ୍କର ସବୁ ସମସ୍ୟା ଦୂର ହେବ। କମ୍ ପରିଶ୍ରମ କରି ଯଥେଷ୍ଟ ଲାଭ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସିଂହ: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆପଣଙ୍କର ସାକ୍ଷାତ ହୋଇପାରେ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ।

କନ୍ୟା: ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିପାରନ୍ତି। ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ। ପରିବାରର କୌଣସି କାମ ପାଇଁ ଅଧିକ ଯାଆସ କରିବାକୁ ପଡ଼ିପାରେ।

ତୁଳା: କିଛି ଭଲ ଲୋକଙ୍କ ସହ ସାକ୍ଷାତ ହେବ। ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ।

ବିଛା: ବ୍ୟବସାୟ କ୍ଷେତ୍ରରେ କିଛି ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। କୌଣସି କାମ ପାଇଁ ଆପଣଙ୍କ ମସ୍ତିଷ୍କରେ ବୁଦ୍ଧି ଆସିବ।

ଧନୁ: କିଛି କାମରେ ଅଧିକ ସମୟ ଲାଗିପାରେ। ପରିଶ୍ରମର ଫଳ ସନ୍ତୋଷଜନକ ହେବ। ଅନ୍ୟମାନଙ୍କ ସମ୍ମୁଖରେ ନିଜ କଥା ରଖିବାକୁ ଚେଷ୍ଟା କରିବେ।

ମକର: ଚାକିରିଆଙ୍କୁ ନୂଆ ପ୍ରକଳ୍ପ ମିଳିପାରେ। କୌଣସି କାମରେ ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।

କୁମ୍ଭ: ଉନ୍ନତି ପାଇଁ ଆପଣଙ୍କୁ ନୂଆ ସାଧନ ମିଳିବ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ମୀନ: ଆପଣଙ୍କ ସ୍କୁଲ ଜୀବନର ସାଙ୍ଗ ଠାରୁ ଫୋନ ଆସିବ। ସଂପତ୍ତି ବୃଦ୍ଧି ପାଇଁ କୌଣସି ଯୋଜନା ସଫଳ ହେବ। ପାରିବାରିକ ଜୀବନ ସୁଖମୟ ହେବ।

ସମ୍ବନ୍ଧିତ ଖବର