ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଜୀବନସାଥୀଙ୍କୁ ଏଭଳି ବଚନ ଦିଅନ୍ତୁ ଯାହା ପୂରା କରିପାରବେ।

ବୃଷ: ଚାକିରିଆଙ୍କର ଦୂର ସ୍ଥାନକୁ ବଦଳି ଯୋଗ ରହିଛି। ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ମିଥୁନ: ସାମାଜିକ କାର୍ଯ୍ୟ ପାଇଁ ସମ୍ମାନ ପାଇବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କୋର୍ଟ କଚେରି ମାମଲାରେ ଆଶ୍ବସ୍ତି ପାଇବେ।

କର୍କଟ: ବ୍ୟବସାୟରେ ଧନଲାଭ ହେବ। ବାଲ୍ୟ ବନ୍ଧୁ ସହ ଦେଖା ହେବ। କୌଣସି ଭଲ ଖବର ଶୁଣିବେ। ପରିବାରଠୁଁ ମନ ପସନ୍ଦର ଉପହାର ପାଇବେ।

ସିଂହ: ଆପଣଙ୍କର ସବୁ ଇଚ୍ଛା ପୂରା ହେବ। ସମ୍ବନ୍ଧରେ ସୁଧାର ଆଣିବା ଲାଗି ଭଲ ଦିନଟିଏ। ଘର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ।

କନ୍ୟା: ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ। ଆଗକୁ ବଢ଼ିବା ଲାଗି ଭଲ ଦିନଟିଏ। ପେସାଦାର ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ।

ତୁଳା: ଅଫିସରେ କୌଣସି ବଡ଼ ଦାୟିତ୍ବ ପାଇବେ। ଆହ୍ବାନକୁ ଦୃଢ଼ଭାବେ ମୁକାବିଲା କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦୂର ହେବ।

ବିଛା: କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ବନ୍ଧୁ ସହାୟତାରେ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଶିକ୍ଷାର୍ଥୀଙ୍କୁ ସକାରାତ୍ମକ ଫଳାଫଳ ମିଳିବ।

ଧନୁ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଯେଉଁ କାମ କରିବାକୁ ଭାବିବେ ତାହା ସହଜରେ ପୂରା ହୋଇଯିବ। ଅନ୍ୟମାନଙ୍କ କାମରେ ମନ୍ତବ୍ୟ ଦିଅନ୍ତୁ ନାହିଁ।

ମକର: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ସ୍ବାସ୍ଥ୍ୟ ନେଇ ସତର୍କ ରହିବାକୁ ହେବ। ପ୍ରେମୀଯୁଗଳ ହୋଟେଲରେ ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

କୁମ୍ଭ: ଆପଣଙ୍କ ମନ ପୂଜାପାଠରେ ଲାଗି ରହିବ। ପୁରୁଣା ଅଶାନ୍ତି ସମାପ୍ତ ହେବ। ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

ମୀନ: ସରକାରୀ ଚାକିରିଆଙ୍କ ଲାଗି ଭଲ ଦିନଟିଏ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। କାରବାରରେ ଲାଗି ରହିଥିବା ଚିନ୍ତା ଦୂର ହେବ।

ସମ୍ବନ୍ଧିତ ଖବର