ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନ ପସନ୍ଦ କଂପାନିରୁ ସାକ୍ଷାତକାର ପାଇଁ ଡାକରା ଆସିବ। ଧର୍ମକାର୍ଯ୍ୟରେ ଆପଣଙ୍କର ବହୁତ ଆସ୍ଥା ରହିବ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ।

ବୃଷ: ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ଖ୍ୟାତି ବଢ଼ିବ। ଆପଣଙ୍କ ମନର କୌଣସି ବିଶେଷ ଇଚ୍ଛା ପୂରା ହେବ। ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଆଣିଦେବ।

ମିଥୁନ: ପରିଶ୍ରମ ବଳରେ ଆପଣଙ୍କୁ ସଫଳତା ମିଳିବ। ବାଦ ବିବାଦ ଠାରୁ ନିଜକୁ ଦୂରରେ ରଖିବା ଦରକାର। ପିଲାମାନଙ୍କ ସଫଳତାରେ ଗର୍ବ ଅନୁଭବ କରିବେ।

କର୍କଟ: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ଆର୍ଥିକ ସ୍ଥିତିରେ ସ୍ଥିରତା ବଜାୟ ରହିବ। ବନ୍ଧୁମାନଙ୍କ ସହ ଖୁସିର ମୁହୂର୍ତ୍ତ କାଟିବେ।

ସିଂହ: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ବାପା ମାଆ ଆପଣଙ୍କୁ କୌଣସି ଉପହାର ଦେବେ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମରେ ଖୁସି ହେବେ।

କନ୍ୟା: ଅଫିସରେ ଅନ୍ୟମାନଙ୍କ ସାହାଯ୍ୟ ମିଳିବ। ବ୍ୟକ୍ତିତ୍ବକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ। ଭଲ ଫଳ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ।

ତୁଳା: ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। କୋର୍ଟ ମାମଲାରେ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଉଚିତ।

ବିଛା: ଆପଣଙ୍କ କାମରେ ଜୀବନସାଥୀ ପ୍ରସନ୍ନ ରହିବେ। ବେପାରବର୍ଗଙ୍କୁ ଅଚାନକ ଧନଲାଭ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ଧନୁ: ଘରର କୌଣସି କାମ ପୂରା କରିବା ଲାଗି ବରିଷ୍ଠଙ୍କ ମତ ନିଅନ୍ତୁ ଫଳପ୍ରଦ ସାବ୍ୟସ୍ତ ହେବ। ବଡ଼ କଂପାନିରୁ ଚାକିରି ପାଇଁ ଡାକରା ଆସିବ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ।

ମକର: ବକେୟା ଅର୍ଥ ପାଇବେ। ଅଧିକ କାମ କରିବା ଯୋଗୁଁ ଘରକୁ ଫେରିବାରେ ବିଳମ୍ବ ହେବ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଘର ଲୋକଙ୍କ ମତ ନିଅନ୍ତୁ।

କୁମ୍ଭ: ଅଟକି ରହିଥିବା ସରକାରୀ କାମ ପୂରା ହୋଇଯିବ। କୌଣସି ସମାରୋହରେ ସାମିଲ ହେବାର ଅବସର ପାଇବେ। ବନ୍ଧୁଙ୍କ ପରାମର୍ଶ ନିଅନ୍ତୁ କାମରେ ଆସିବ।

ମୀନ: ପରିବାରରେ କୌଣସି ବଡ଼ ଦାୟିତ୍ବ ତୁଲାଇବେ। ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। ସାଥିରେ କାମ କରୁଥିବା ଲୋକଙ୍କ ସାହାଯ୍ୟ ପାଇବେ।

ସମ୍ବନ୍ଧିତ ଖବର