publive-image

Advertisment

ମେଷ: ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। କିଣାବିକା କାମ ସଂପୂର୍ଣ୍ଣ ହେବ। ପ୍ରିୟତମଙ୍କ ସହ ସମୟ ଅତିବାହିତ କରିବା ଲାଗି ଯୋଜନା କରିବେ।

publive-image

ବୃଷ: ନିଜର ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଧନଲାଭ ସହ ଖୁସିର ଆଗମନ ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ବହୁତ ଭଲ।

publive-imageମିଥୁନ: କୌଣସି ବଡ଼ ମଞ୍ଚରେ ପ୍ରଦର୍ଶନ ପାଇଁ ଅବସର ପାଇବେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଡାକ୍ତରଙ୍କ ଖ୍ୟାତି ସୁଦୂର ପ୍ରସାରୀ ହେବ। ସମ୍ବନ୍ଧରେ ନୂତନତ୍ବ ଆସିବ।

publive-imageକର୍କଟ: ଦିନଟି ହର୍ଷ-ଉଲ୍ଲାସ ଭରା ରହିବ। ଅଫିସରେ ଆପଣଙ୍କ ପସନ୍ଦର କାମ ପାଇବେ। ସନ୍ତାନର ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ।

publive-imageସିଂହ: ମନର କଥା ମନରେ ରଖନ୍ତୁ। ନିରର୍ଥକ କଥାରେ ତର୍କ କରନ୍ତୁ ନାହିଁ। ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି। ପ୍ରେମ ଜୀବନ ଭଲ ରହିବ।

publive-imageକନ୍ୟା: କୌଣସି ଗୋଷ୍ଠୀରେ ଯୋଗ ଦେବାର ଅବସର ପାଇବେ। ଅଫିସର ପରିବେଶ ଭଲ ରହିବ। ଶିକ୍ଷାର୍ଥୀଙ୍କୁ କମ୍ ପରିଶ୍ରମରେ ଭଲ ପରିଣାମ ମିଳିବ।

publive-imageତୁଳା: ନିଜର ଯୋଜନାକୁ ନେଇ ମନରେ ସନ୍ଦେହ ସୃଷ୍ଟି ହୋଇପାରେ। ନିଷ୍ପତ୍ତି ନେବାରେ ଅସୁବିଧା ହେଇପାରେ। ବେପାରରେ ଅଚାନକ ଧନଲାଭ ହେବ।

publive-imageବିଛା: ପାଖଲୋକଙ୍କ ସହ ସମ୍ବନ୍ଧ ସୁଧାରିବାକୁ ଚେଷ୍ଟା କରିବେ। ଧୀଶକ୍ତି ବଳରେ ଆପଣ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ଗ୍ରହରତ୍ନ ବ୍ୟବସାୟୀଙ୍କୁ ଧନଲାଭ ହେବ।

publive-imageଧନୁ: କୌଣସି କଂପାନିରେ ଚାକିରି ପାଇଁ ଡାକରା ଆସିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

publive-imageମକର: ଅଧିକ ପରିଶ୍ରମ କରି ସବୁ କାମ ପୂରା କରିନେବେ। ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ। ବ୍ୟବସାୟରେ ବିପଜ୍ଜନକ ଚୁକ୍ତି କରିବାରୁ ନିବୃତ୍ତ ରୁହନ୍ତୁ।

publive-image

କୁମ୍ଭ: ସାହସ ଓ ତେଜ ଆପଣଙ୍କୁ ସମସ୍ତଙ୍କ ଠାରୁ ଅଲଗା ଅନୁଭବ କରାଇବ। ଆପଣଙ୍କ ନିଷ୍ପତ୍ତି ଅଫିସ କର୍ମଚାରୀଙ୍କୁ କଷ୍ଟ ଦେଇପାରେ। ବୈଜ୍ଞାନିକଙ୍କୁ ନୂଆ ସଫଳତା ମିଳିବ।

publive-imageମୀନ: ବ୍ୟବସାୟରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମର ପ୍ରଶଂସା କରିବେ। ଜୀବନସାଥୀଙ୍କୁ ଦାମିକା ଜିନିଷ ଉପହାର ଦେବେ।