ଜାଣନ୍ତୁ ଆଜିର ରାଶିଫଳ

ମେଷ: ଚାକିରିଆଙ୍କୁ ଭଲ ସୁଯୋଗ ମିଳିବ। ବ୍ୟବସାୟରେ ବକେୟ‌ା ଅର୍ଥ ପାଇବେ। ସାମାଜିକ କାର୍ଯ୍ୟରେ ସଫଳତା ପାଇବେ।

ବୃଷ: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ଆସିବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

ମିଥୁନ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଚାକିରିଆଙ୍କୁ ଉନ୍ନତିର ଅବସର ମିଳିବ।

କର୍କଟ: ଆପଣଙ୍କର ଆଶା ପୂରଣ ହେବ। କ୍ୟାରିୟର ସମ୍ବନ୍ଧରେ ଶୁଭ ଖବର ପାଇବେ। ଜୀବନସାଥୀଠୁଁ କୌଣସି ଉପହାର ପାଇବେ।

ସିଂହ: ବ୍ୟବସାୟରେ ସାହସର ସହ କାମ କରିବେ। ପରିବାରରେ ଦାୟିତ୍ବ ବଢ଼ିବ। ସନ୍ତାନ ଠାରୁ ଖୁସି ଖବର ପାଇବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।

କନ୍ୟା: କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ତୁଳା: ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ନିଜର ଉଦ୍ଦେଶ୍ୟ ପୂର୍ତ୍ତି ପାଇଁ ସାହାଯ୍ୟ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ସୁସମ୍ବାଦ ପାଇବେ।

ବିଛା: କାରବାର ବୃଦ୍ଧି ପାଇଁ ଭଲ ଅବସର ପାଇବେ। ଦାମ୍ପତ୍ୟ ଜୀବନରେ ଦୂରତ୍ବ ସମାପ୍ତ ହେବ। ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।

ଧନୁ: ସକାରାତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ। ବନ୍ଧୁ ସାହାଯ୍ୟରେ ରୋଜଗାର ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ।

ମକର: କାମରେ ଆପଣ ସକ୍ରିୟ ରହିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକ ଭଲ ପ୍ରଦର୍ଶନ କରିବେ। ମହିଳାମାନଙ୍କୁ କୌଣସି ବଡ଼ ସଫଳତା ମିଳିପାରେ।

କୁମ୍ଭ: ବାପା ମାଆଙ୍କର ସହଯୋଗ ପାଇବେ। କାରବାରରେ ଆଶାଠୁଁ ଅଧିକ ଲାଭ ପାଇବେ। ସମାଜିକ କାର୍ଯ୍ୟରେ ସମୟ ଦେବେ।

ମୀନ: କ୍ୟାରିୟର ଲାଗି ଦିନଟି ବହୁତ ଭଲ। ଚେଷ୍ଟାର ସକାରାତ୍ମକ ଫଳ ପାଇବେ। ମହିଳାମାନେ କୌଣସି କାମରେ ଅଧିକ ବ୍ୟସ୍ତ ରହିବେ।

ସମ୍ବନ୍ଧିତ ଖବର