publive-image

Advertisment

ମେଷ: ବ୍ୟବସାୟରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ରାଜନୀତିରେ ସଫଳତା ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ।

publive-image

ବୃଷ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। ବିଶେଷ ଲୋକଙ୍କ ସହ ଘନିଷ୍ଠତା ବଜାୟ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶିକ୍ଷାର୍ଥୀଙ୍କୁ ଖୁସି ଖବର ମିଳିବ।

publive-imageମିଥୁନ: ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ବାପାଙ୍କଠାରୁ କୌଣସି ବଡ଼ ଉପହାର ପାଇବେ। ନିହାତି ଆବଶ୍ୟକ ନଥିଲେ ଦୂର ସ୍ଥାନକୁ ଯାଆନ୍ତୁ ନାହିଁ।

publive-imageକର୍କଟ: କାମ ଉପରେ ପୂରା ଧ୍ୟାନ ଦେବାକୁ ଚେଷ୍ଟା କରିବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ପ୍ରସାଧନ ଦୋକାନୀଙ୍କ ଲାଗି ଦିନଟି ବହୁତ ଭଲ।

publive-imageସିଂହ: ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ରକ୍ଷା କରି ଚାଲିବେ। ସକାରାତ୍ମକ ଭାବନା କ୍ୟାରିୟରକୁ ନୂଆ ଦିଗ ଦେବ। କୋର୍ଟ କଚେରି ମାମଲାରେ ଜୟଲାଭ କରିବେ।

publive-imageକନ୍ୟା: କମ୍ ପରିଶ୍ରମରେ ଜରୁରୀ କାମ ପୂରା ହୋଇଯିବ। ଅଫିସରେ ପଦୋନ୍ନତି ମିଳିବାର ଯୋଗ ଅଛି। ଶିକ୍ଷାର୍ଥୀଙ୍କୁ କୌଣସି ବଡ଼ ଖୁସି ଖବର ମିଳିବ।

publive-imageତୁଳା: ଚାକିରି ବୃତ୍ତିରେ ଉନ୍ନତି ହୋଇପାରେ। ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ବାହନ କିଣିବା ଲାଗି ଦିନଟି ଶୁଭ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ।

publive-imageବିଛା: କ୍ୟାରିୟର ସମ୍ବନ୍ଧରେ ବଡ଼ ସଫଳତା ପାଇବେ। ବନ୍ଧୁବର୍ଗଙ୍କ ସହଯୋଗରେ ଘର କାମ ପୂରା କରିବେ। ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ।

publive-imageଧନୁ: କାର୍ଯ୍ୟକ୍ଷେତ୍ରରେ ସ୍ଥିତି ବହୁତ ଭଲ ରହିବ। ମହିଳା ଶିଳ୍ପୋଦ୍ୟୋଗୀଙ୍କ ଲାଗି ଦିନଟି ଭଲ। ପରିବାର ସହ ନିଜ ବିଷୟରେ ଆଲୋଚନା କରିବେ।

publive-imageମକର: ବେପାରରେ ଉନ୍ନତି ଲାଗି ନୂଆ ଅବସର ପାଇବେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।

publive-image

କୁମ୍ଭ: ମନରେ କୌଣସି କଥାକୁ ନେଇ ଉତ୍ସାହ ରହିବ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

publive-imageମୀନ: ପରିବାରରେ ସୁଖଶାନ୍ତି ବଜାୟ ରହିବ। ବ୍ୟବସାୟ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡ଼ିପାରେ। ପ୍ରେମ ସମ୍ବନ୍ଧରେ ମଧୁରତା ବଜାୟ ରହିବ।