/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଧର୍ମାନୁଷ୍ଠାନକୁ ଯିବାର ଯୋଜନା କରିବେ। ବ୍ୟବସାୟରେ ଅଚାନକ ଧନଲାଭର ଅବସର ପାଇବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଆଗକୁ ବଢ଼ିବା ପାଇଁ ଦିନଟି ଭଲ। ଭାଗ୍ୟ ଆପଣଙ୍କ ସହ ରହିବ। ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।
/sambad/media/post_attachments/wp-content/uploads/2017/11/mithun.jpg) ମିଥୁନ: ନୂଆ କାମ ଆରମ୍ଭ କରିବାରେ ଧ୍ୟାନ କେନ୍ଦ୍ରୀତ କରିବେ। ଜୀବନରେ ଲାଗି ରହିଥିବା ବାଧା ସମାପ୍ତ ହେବ। ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି।
ମିଥୁନ: ନୂଆ କାମ ଆରମ୍ଭ କରିବାରେ ଧ୍ୟାନ କେନ୍ଦ୍ରୀତ କରିବେ। ଜୀବନରେ ଲାଗି ରହିଥିବା ବାଧା ସମାପ୍ତ ହେବ। ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି।
/sambad/media/post_attachments/wp-content/uploads/2017/11/karkat.jpg) କର୍କଟ: ସବୁ ଚ୍ୟାଲେଞ୍ଜର ଦୃଢ଼ ମୁକାବିଲା କରିବେ। ଧନଲାଭ ପାଇଁ ନୂଆ ମଉକା ପାଇବେ। ପରିବାରରେ ସୁଖଦ ପରିବେଶ ରହିବ।
କର୍କଟ: ସବୁ ଚ୍ୟାଲେଞ୍ଜର ଦୃଢ଼ ମୁକାବିଲା କରିବେ। ଧନଲାଭ ପାଇଁ ନୂଆ ମଉକା ପାଇବେ। ପରିବାରରେ ସୁଖଦ ପରିବେଶ ରହିବ।
/sambad/media/post_attachments/wp-content/uploads/2017/11/singha.jpg) ସିଂହ: ବିବାଦଠୁଁ ଦୂରରେ ରୁହନ୍ତୁ। ଠିକ୍ ରୂପେ କାମ କଲେ ସଫଳତା ମିଳିବ। କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ଲାଗି ଘରକୁ ଆସିବେ।
ସିଂହ: ବିବାଦଠୁଁ ଦୂରରେ ରୁହନ୍ତୁ। ଠିକ୍ ରୂପେ କାମ କଲେ ସଫଳତା ମିଳିବ। କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ଲାଗି ଘରକୁ ଆସିବେ।
/sambad/media/post_attachments/wp-content/uploads/2017/11/kanya.jpg) କନ୍ୟା: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ଘରେ ଲାଗି ରହିଥିବା ବିବାହ ସମସ୍ୟାର ସମାଧାନ ବାହାରିବ।
କନ୍ୟା: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ଘରେ ଲାଗି ରହିଥିବା ବିବାହ ସମସ୍ୟାର ସମାଧାନ ବାହାରିବ।
/sambad/media/post_attachments/wp-content/uploads/2017/11/tula.jpg) ତୁଳା: ଏକାଗ୍ରଚିତ୍ତରେ କରୁଥିବା କାମର ଭଲ ପରିଣାମ ପାଇବେ। ଅନ୍ୟର ମାମଲାରେ ଦଖଲ ଦିଅନ୍ତୁ ନାହିଁ। ପ୍ରିୟଜନଙ୍କ ସହ ରାତ୍ରିଭୋଜନ କରିବେ।
ତୁଳା: ଏକାଗ୍ରଚିତ୍ତରେ କରୁଥିବା କାମର ଭଲ ପରିଣାମ ପାଇବେ। ଅନ୍ୟର ମାମଲାରେ ଦଖଲ ଦିଅନ୍ତୁ ନାହିଁ। ପ୍ରିୟଜନଙ୍କ ସହ ରାତ୍ରିଭୋଜନ କରିବେ।
/sambad/media/post_attachments/wp-content/uploads/2017/11/bicha.jpg) ବିଛା: ଅନ୍ୟମାନଙ୍କ କାମରେ ନିଜର ମତ ବ୍ୟକ୍ତ କରନ୍ତୁ ନାହିଁ। ଚାକିରିଆଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ବିଛା: ଅନ୍ୟମାନଙ୍କ କାମରେ ନିଜର ମତ ବ୍ୟକ୍ତ କରନ୍ତୁ ନାହିଁ। ଚାକିରିଆଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
/sambad/media/post_attachments/wp-content/uploads/2017/10/dhanu.jpg) ଧନୁ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ସମ୍ମାନଜନକ ଲୋକଙ୍କ ସହିତ ମିଶି ପାରନ୍ତି। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।
ଧନୁ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ସମ୍ମାନଜନକ ଲୋକଙ୍କ ସହିତ ମିଶି ପାରନ୍ତି। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।
/sambad/media/post_attachments/wp-content/uploads/2017/11/makar.jpg) ମକର: ଭଲଭାବେ ନିଜର କାମ କରିବା ଲାଗି ଦିନଟି ଶୁଭ। ପାଖ ଲୋକ ଆପଣଙ୍କୁ ଭଲ ପରାମର୍ଶ ଦେବେ। ନବ ବିବାହିତ ଦମ୍ପତି ଭଲ ସମୟ କାଟିବେ।
ମକର: ଭଲଭାବେ ନିଜର କାମ କରିବା ଲାଗି ଦିନଟି ଶୁଭ। ପାଖ ଲୋକ ଆପଣଙ୍କୁ ଭଲ ପରାମର୍ଶ ଦେବେ। ନବ ବିବାହିତ ଦମ୍ପତି ଭଲ ସମୟ କାଟିବେ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ଉପହାର ଦେବେ। ସାହିତ୍ୟିକଙ୍କ ଲାଗି ଦିନଟି ଭଲ। ବେପାରରେ ଲାଭ ହେବ। ବୈବାହିକ ଜୀବନ ଖୁସି ଭରା ରହିବ।
/sambad/media/post_attachments/wp-content/uploads/2017/11/mina.jpg) ମୀନ: ଆପଣଙ୍କ ମନକୁ ନୂଆ ନୂଆ ବିଚାର ଆସିବ। ଫିଲ୍ମ ଉଦ୍ୟୋଗରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ।
ମୀନ: ଆପଣଙ୍କ ମନକୁ ନୂଆ ନୂଆ ବିଚାର ଆସିବ। ଫିଲ୍ମ ଉଦ୍ୟୋଗରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-7.jpg)
