ଜାଣନ୍ତୁ ଆଜିର ରାଶିଫଳ

ମେଷ: ପରିବାର ଲୋକଙ୍କ ସହ ଅଧିକରୁ ଅଧିକ ସମୟ ଅତିବାହିତ କରିବେ। ଅନ୍ୟମାନଙ୍କ ସମସ୍ୟାରେ ଆପଣ ବିଚଳିତ ହୋଇପାରନ୍ତି। ରାଜନୀତିକ ଲୋକଙ୍କ ଲାଗି ଦିନଟି ଭଲ ରହିବ।

ବୃଷ: ଅଫିସରେ ବଡ଼ ଅଧିକାରୀମାନଙ୍କର ସହଯୋଗ ପାଇବେ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ। ଜୀବନସାଥୀ ସହ ସିନେମା ଦେଖିବାର ଯୋଜନା କରିବେ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ପୂର୍ବ ଜଣାଶୁଣାରୁ ଲାଭ ହେବ। ବଡ଼ ଭାଇ ଭଉଣୀଙ୍କ ସହଯୋଗରେ କାମ ଆରମ୍ଭ କରନ୍ତୁ ସଫଳତା ପାଇପାରିବେ। ବିବାହିତଙ୍କ ଲାଗି ଦିନଟି ଉତ୍ତମ।

କର୍କଟ: ଅଚାନକ କୌଣସି ବନ୍ଧୁ ଘରକୁ ଆସିପାରନ୍ତି। କୌଣସି କାମ କରିବା ପୂର୍ବରୁ ଅଭିଭାବକଙ୍କ ସହ ପରାମର୍ଶ କରନ୍ତୁ। ବେକାରଙ୍କୁ ରୋଜଗାର ମିଳିବ। ପ୍ରେମ ଜୀବନ ଭଲ ହେବ।

ସିଂହ: ଅଧିକାରୀମାନଙ୍କ ସହ ବ୍ୟବହାରରେ ସତର୍କତା ରଖନ୍ତୁ। ଅଯଥା ବିବାଦଠୁଁ ଦୂରରେ ରୁହନ୍ତୁ। ଆମଦାନି ବୃଦ୍ଧି ହେବାର ସମ୍ଭାବନା। ସ୍ବାସ୍ଥ୍ୟରେ ସୁଧାର ହେବ। ପ୍ରେମରେ ସଫଳ ହେବେ।

କନ୍ୟା: ଆପଣଙ୍କ ମନ ଉତ୍ସାହିତ ରହିବ। ଅଫିସରେ କିଛି ଲୋକ ଆପଣଙ୍କ ପ୍ରତି ଆକର୍ଷିତ ରହିବେ। ଅଚାନକ ଧନଲାଭ ହେବ। ଘ‌ରେ ଖୁସିର ମାହୋଲ ରହିବ।

ତୁଳା: ଅର୍ଡ଼ର ସପ୍ଲାୟରଙ୍କୁ ଉନ୍ନତି ସୁଯୋଗ ମିଳିବ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ। ସ୍ନାତକ ଛାତ୍ରଙ୍କ ଲାଗି ଦିନଟି ଉତ୍ତମ। ସହପାଠୀ ଓ ଶିକ୍ଷକଙ୍କର ପୂର୍ଣ୍ଣରୂପେ ସହଯୋଗ ପାଇବେ।

ବିଛା: ଘରୋଇ କାମରେ ବ୍ୟସ୍ତତା ବଢ଼ିପାରେ। କାମ ପାଇଁ କାହାରି ସାହାଯ୍ୟ ନେବେ। ବେପାରରେ ଲାଭ ହେବ। ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ।

ଧନୁ: ପୁରୁଣା ବନ୍ଧୁ ସହ ଭେଟ ହେବାର ସମ୍ଭାବନା। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ବାପାଙ୍କ ସହଯୋଗରେ ଜରୁରୀ କାମ ସଂପୂର୍ଣ୍ଣ ଯିବ। ଜୀବନସାଥୀ ସହ ସମୟ ଅତିବାହିତ କରିବେ।

ମକର: କାମରେ ସ୍ଥିରତା ବଜାୟ ରହିବ। ଜୀବନସାଥୀଙ୍କ ପରାମର୍ଶ ନେଲେ ମଙ୍ଗଳ ହେବ। ଅଧିକାରୀଙ୍କ ସହ ବିଶେଷ ଆଲୋଚନା କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ।

କୁମ୍ଭ: ଶିକ୍ଷକଙ୍କ ଲାଗି ଦିନଟି ବହୁତ ଭଲ ରହିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଓକିଲଙ୍କୁ କୌଣସି ମୋକଦ୍ଦମାରେ ବିଜୟ ମିଳିବ।

ମୀନ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ। କିଛି ଲୋକ ଆପଣଙ୍କଠୁଁ ଅଧିକ ଆଶା ରଖିବେ। କୋର୍ଟ କଚେରୀ ମାମଲାର ଫଇସଲା ଆପଣଙ୍କ ପକ୍ଷରେ ରହିବ। ପାରିବାରିକ ଜୀବନ ସୁଖମୟ ହେବ।

ସମ୍ବନ୍ଧିତ ଖବର