/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଦିନଟି ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। କ୍ରିକେଟ୍ ଖେଳାଳି କୋଚ୍ଙ୍କ ଠାରୁ କିଛି ନୂଆ ଶିଖିବେ। ଛାତ୍ରୀଙ୍କ ଲାଗି ଭଲ ଦିନଟିଏ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଧ୍ୟାନ ପୂଜାପାଠରେ ଲଗାନ୍ତୁ, ଶୁଭଫଳ ପାଇବେ। ବ୍ୟବସାୟରେ ଲାଭ ହେବ। ଛାତ୍ରଛାତ୍ରୀ କ୍ୟାରିୟର୍ରେ ସଫଳତା ପାଇବା ଲାଗି କଠିନ ବିଷୟରେ ମନ ଦିଅନ୍ତୁ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ପୂର୍ବ କଥାକୁ ନେଇ ସଂଶୟରେ ରହିବେ। ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। କର୍ତ୍ତୃପକ୍ଷଙ୍କ କଥା ଧ୍ୟାନ ଦେଇ ଶୁଣନ୍ତୁ। ଖେଳାଳି ଅଭ୍ୟାସରେ ଅଧିକ ପରିଶ୍ରମ କରିବେ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ଆପଣଙ୍କ ବାଣୀରେ ମଧୁରତା ବଜାୟ ରହିବ। ମହିଳାମାନେ ଘରେ ବ୍ୟବସାୟ ଆରମ୍ଭ କରିପାରନ୍ତି।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ଛୋଟ ସ୍ତରର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ପାରିବାରିକ ସମ୍ବନ୍ଧରେ ସାମଞ୍ଜସ୍ୟ ବଜାୟ ରହିବ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଦିନଟି ଅପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବହୁରାଷ୍ଟୀୟ ଉଦ୍ୟୋଗରେ ଚାକିରିର ସୁଯୋଗ ଆସିବ। ନିଜର ସାମର୍ଥ୍ୟ ଅନୁଯାୟୀ ନୂଆ ବ୍ୟବସାୟରେ ନିବେଶ କରନ୍ତୁ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ଦୀର୍ଘ ଦିନର ଆଶା ପୂରଣ ହେବ। ଜୀବନକୁ ନୂଆ ରୂପ ଦେବା କଥା ଭାବି ପାରନ୍ତି। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଆରାମଦାୟକ ରହିବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ନିଜ କ୍ୟାରିୟର ସମ୍ବନ୍ଧରେ ଆତ୍ମସମୀକ୍ଷା କରିବେ। ଅଫିସରେ ବରିଷ୍ଠଙ୍କ ଠାରୁ କିଛି ନୂଆ ଶିଖିବାକୁ ମିଳିବ। ମଧୁମେହ ରୋଗୀ ଆରାମ ପାଇବେ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ଦିନଟି ଉତ୍ସାହଭରା ରହିବ। ଇଂଜିନିୟର କୌଣସି ନୂଆ ଲକ୍ଷ୍ୟ ପୂରା କରିନେବେ। କାହାରି ଠାରୁ ନେଇଥିବା ଋଣ ପରିଶୋଧ କରିବେ। ଭଲ ଜାଗାକୁ ବୁଲି ଯାଇପାରନ୍ତି।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଅସହାୟଙ୍କୁ ସାହାଯ୍ୟ କରିବାର ଅବସର ପାଇବେ। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରେଇ ରହିବେ। ବ୍ୟବସାୟୀଙ୍କ ମସ୍ତିଷ୍କ ନୂଆ ବିଚାରରେ ପରିପୂର୍ଣ୍ଣ ରହିବ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: କୌଣସି ବିଶେଷ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇବେ। ପରିବାରରେ ଶାନ୍ତିର ପରିବେଶ ରହିବ। ଅଫିସ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ।
/sambad/media/post_attachments/wp-content/uploads/2017/11/mina.jpg)
ମୀନ: ସାରାଦିନ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ଲେଖକ ନିଜ ରଚନା ସମାପ୍ତ କରିବାରେ ସଫଳ ହେବେ। ରକ୍ତଚାପ ରୋଗୀଙ୍କୁ ଆରାମ ମିଳିବ। ଉଚ୍ଚ ଶିକ୍ଷା ଲାଗି ଦିନଟି ବହୁତ ଭଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-8.jpg)