ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଲାଭର ସୁଯୋଗ ପାଇବେ। ସମାଜରେ ଯଶ ଖ୍ୟାତି ବଢ଼ିବ। ମହିଳାମାନେ କାମରେ ଅତ୍ୟଧିକ ବ୍ୟସ୍ତ ରହିବେ। ‌

ବୃଷ: କାମରେ ଏକାଗ୍ରତା ବଜାୟ ରହିବ। ନୂଆ ଲୋକଙ୍କ ସହିତ ମିଶିବାର ମଉକା ମିଳିପାରେ। ବ୍ୟବସାୟରେ ନୂଆ ଯୋଜନା ଲାଗୁ କଲେ ଲାଭ ହେବ। ବିବାହିତଙ୍କ ଲାଗି ଭଲ ଦିନଟିଏ।

ମିଥୁନ: ମନ ଆଧ୍ୟାତ୍ମିକ ବିଚାରରେ ପୂର୍ଣ୍ଣ ରହିବ। କାମଧନ୍ଦାରେ ସ୍ଥିରତା ବଜାୟ ରହିବ। ଛାତ୍ରଙ୍କୁ କୌଣସି ଖୁସି ଖବର ମିଳିବ। ପ୍ରିୟଜନଙ୍କ ସହ ଆପଣଙ୍କ ସମ୍ବନ୍ଧ ବହୁତ ଭଲ ରହିବ।

କର୍କଟ: କୌଣସି ସଂଶୟ ଥିଲେ ସନ୍ଧ୍ୟା ସୁଦ୍ଧା ଦୂର ହୋଇଯିବ। ପ୍ରଭାବଶାଳୀ ଲୋକଙ୍କ ସହଯୋଗରେ ଉତ୍ସାହ ଦିଗୁଣା ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ସିଂହ: ଅଫିସରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ। ସମ୍ବନ୍ଧରେ ପ୍ରେମ ବଜାୟ ରହିବ। ରାଜ୍ୟ ବାହାରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ।

କନ୍ୟା: କାରବାର ବୃଦ୍ଧି ପାଇଁ ପରିବାର ଲୋକଙ୍କ ଠାରୁ ଭଲ ପରାମର୍ଶ ପାଇବେ। ବେକାରଙ୍କୁ ଉପାର୍ଜନର ସୁଯୋଗ ମିଳିବ। ସମାଜରେ ମାନ ସମ୍ମାନ ପାଇବେ।

ତୁଳା: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ବ୍ୟବସାୟକୁ ନୂଆ ଗତି ଦେବାକୁ ଚେଷ୍ଟା କରିବେ। ସୁନା ଅଳଙ୍କାର କିଣିବା ଲାଗି ଭାବିବେ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।

ବିଛା: ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭପ୍ରଦ ହେବ। ନୂଆ ଉଦ୍ୟୋଗ ଗଢ଼ିବା ଲାଗି ଭାବିବେ। ମହିଳାମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ପ୍ରେମୀଯୁଗଳ ଏକାନ୍ତରେ ସମୟ କାଟିବେ।

ଧନୁ: କାମ ନେଇ ଭିନ୍ନ ଭିନ୍ନ ବିଚାର ଆସିପାରେ। ଜରୁରୀ ପ୍ରସଙ୍ଗରେ ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ପାଇବେ। ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଲାଗି ଭଲ ସୁଯୋଗ ମିଳିବ।

ମକର: ଚାକିରି ବୃତ୍ତିରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସରକାରୀ ଚାକିରିଆଙ୍କର ମନପସନ୍ଦ ଜାଗାକୁ ବଦଳି ହେବ। ସାଥୀ ଆପଣଙ୍କ ମନର ଆଶା ପୂରା କରିବେ।

କୁମ୍ଭ: ବିଶେଷ କାମରେ ଭାଇ ଭଉଣୀଙ୍କର ସାହାଯ୍ୟ ପାଇବେ। ଅଫିସରେ ଅଧିକ ସମୟ କାମ କରିବେ। ବିଶେଷ ଖବର ମିଳିବାର ଯୋଗ ଅଛି। ଡାକ୍ତରୀ ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।

ମୀନ: ତରବରିଆ ଭାବେ କାମ କରନ୍ତୁ ନାହିଁ। ରାଜନେତାଙ୍କ ଲାଗି ଦିନଟି ଭଲ ରହିବ। ମହିଳାମାନଙ୍କୁ ବଡ଼ ସଫଳତା ମିଳିପାରେ। ହଜମ ଜନିତ ସମସ୍ୟା ଉପୁଜିବ।

ସମ୍ବନ୍ଧିତ ଖବର