ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜ କାମରେ ଅଧିକ ପରିଶ୍ରମ କରନ୍ତୁ, ସଫଳତା ପାଇବେ। ଅଚାନକ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ପ୍ରେମ ବଜାୟ ରହିବ।

ବୃଷ: ଆପଣଙ୍କୁ କୌଣସି ବଡ଼ କାମ ମିଳିପାରେ। ମନରେ ନୂଆ ସକାରାତ୍ମକ ବିଚାର ସୃଷ୍ଟି ହେବ। ଛାତ୍ରୀମାନେ ଅଧୢୟନ ଶୈଳୀ ପରିବର୍ତ୍ତନ କରିବେ।

ମିଥୁନ: ବ୍ୟବସାୟ ଉପରେ ବିରୋଧୀଙ୍କର ନଜର ରହିବ। ଆପଣଙ୍କୁ ପରୋକ୍ଷରେ କେହି ନିନ୍ଦା କରିପାରନ୍ତି। ଘର ପାଇଁ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ।

କର୍କଟ: ସବୁ କାମ ସ˚ପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଜୀବନସାଥୀଙ୍କ ସହିତ ବ୍ୟବସାୟ ସମ୍ବନ୍ଧରେ କଥା ହୋଇପାରନ୍ତି। ଘରକୁ କୌଣସି ବନ୍ଧୁ ଆସିବେ।

ସି˚ହ: ନୂଆ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହୋଇପାରେ। ଚାକିରିଜୀବୀ ଆଶା କରୁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି। ବ୍ୟବସାୟରେ ଅଗ୍ରଗତି ହେବ।

କନ୍ୟା: ଉନ୍ନତି ପଥରେ ଲାଗିରହିଥିବା ବାଧା ଦୂର ହେବ। ବ୍ୟବସାୟରେ ଲାଭ ପାଇବେ। ସନ୍ତାନଙ୍କ ଉନ୍ନତିରେ ଗୌରବାନ୍ବିତ ଅନୁଭବ କରିବେ।

ତୁଳା: ଭାଗ୍ୟ ଉପରେ ସ˚ପୂର୍ଣ୍ଣ ରୂପେ ଭରସା କରନ୍ତୁ ନାହିଁ। ପରିଶ୍ରମ କରନ୍ତୁ, ସୁଫଳ ପାଇବେ। ଜୀବନସାଥୀଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ।

ବିଛା: ନିଜକୁ ଶକ୍ତିମାନ ଅନୁଭବ କରିବେ। ଭଲ ପ୍ୟାକେଜ୍‌‍ର ଚାକିରି ପାଇଁ ପ୍ରସ୍ତାବ ପାଇବେ। ଜମି ଦଲାଲଙ୍କୁ ସାକ୍ଷାତ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖକର ହେବ।

ଧନୁ: ବ୍ୟବସାୟ କାମରେ ବ୍ୟସ୍ତ ରହିବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ। ଆପଣଙ୍କ ଜୀବନରେ ନୂଆ ପ୍ରେମ ଆରମ୍ଭ ହୋଇପାରେ।

ମକର: ଇଷ୍ଟଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ପ୍ରତ୍ୟେକ ଜିନିଷକୁ ଭଲଭାବେ ସମ୍ଭାଳି ନେବେ। କୌଣସି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରାଇପାରନ୍ତି।

କୁମ୍ଭ: ଆପଣଙ୍କୁ ଉଚିତ ସମୟର ଧୢାନ ରଖିବାକୁ ହେବ। ନୂଆ ଚ୍ୟାଲେଞ୍ଜର ସାମନା କରିବେ। ନବ ବିବାହିତଙ୍କ ଲାଗି ଦିନଟି ଭଲ ରହିବ।

ମୀନ: ଚାକିରିଜୀବୀଙ୍କ ଲାଗି ଦିନଟି ଅନୁକୂଳ। ନୂଆ ଦାୟିତ୍ବ ଜଲଦି ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଭଲ। ଶିକ୍ଷକଙ୍କର ପୂରା ସହଯୋଗ ପାଇବେ।

ସମ୍ବନ୍ଧିତ ଖବର