publive-imageମେଷ: ଜୀବନସାଥୀଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ଯୋଜନା କରିଥିବା ଯାତ୍ରା ଲାଭଦାୟକ ହେବ। ଲୁଗା ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

Advertisment

publive-imageବୃଷ: ଆପଣଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ପରିବାର ଲୋକଙ୍କର ଆବଶ୍ୟକତା ପୂରଣ କରିବେ। ଛାତ୍ରୀଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ।

publive-imageମିଥୁନ: ନିତିଦିନିଆ କାମରେ ଗତିରୋଧ ହୋଇପାରେ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ବୈବାହିକ ଜୀବନ ଆନନ୍ଦମୟ ହେବ।

publive-imageକର୍କଟ: ବିଶ୍ରାମ ଲାଗି କମ୍‌ ସମୟ ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ରାଜନୀତିରେ ସଫଳତା ପାଇବେ।

publive-imageସି˚ହ: ବ୍ୟବହାରରେ ପରିବର୍ତ୍ତନ ଆଣିବା ଲାଗି ଭଲ ଦିନଟିଏ। ଭାଗ୍ୟର ସହଯୋଗ ମିଳିବା ହେତୁ କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ।

publive-imageକନ୍ୟା: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବେ। ବ୍ୟବସାୟରେ ସବୁ ଭଲ ରହିବ। ପରିବାରର ଦାୟିତ୍ବକୁ ଅବହେଳା କରନ୍ତୁ ନାହିଁ।

publive-imageତୁଳା: ଧର୍ମ କାର୍ଯ୍ୟରେ ମନ ଲାଗିବ। ଅଧୁରା କାମ ପୂରା ହେବ। ଭୂସ˚ପତ୍ତି କିଣିବା ଯୋଗ ରହିଛି। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

publive-imageବିଛା: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଠିକ୍‌ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଆର୍ଥିକ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ।

publive-imageଧନୁ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ସମସ୍ୟାର ସମାଧାନ ଲାଗି ତୁରନ୍ତ ବାଟ ଫିଟିବ। ବ୍ୟବସାୟ କାମରେ ଭାଗୀଦାର ସହଯୋଗ କରିବେ।

publive-imageମକର: ପୂଜକଙ୍କ ଲାଗି ଦିନଟି ଭଲ। ଆପଣଙ୍କ କାମ କରିବା ଶୈଳୀ ଲୋକମାନଙ୍କୁ ପସନ୍ଦ ଆସିବ। ନୂଆ ଘର କିଣିବା ଲାଗି ଯୋଜନା କରିବେ।

publive-image

କୁମ୍ଭ: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ଆବଶ୍ୟକତା ବୁଝି ନିଅନ୍ତୁ। ଧୈର୍ଯ୍ୟ ଧରି କାମ କରନ୍ତୁ। ଶେଷ ମୁହୂର୍ତ୍ତରେ ଆପଣ ଯୋଜନା ବଦଳାଇବେ।

publive-imageମୀନ: କାରବାରରେ ଆପଣଙ୍କୁ ଲାଭ ମିଳିବ। ବେକାରଙ୍କ ଲାଗି ଭଲ କ˚ପାନିରେ ଚାକିରିର ପ୍ରସ୍ତାବ ଆସିବ। ପ୍ରିୟ ବନ୍ଧୁଙ୍କ ସହିତ ଦେଖା ହେବ।