publive-image

Advertisment

ମେଷ: ନକାରାତ୍ମକ ଚିନ୍ତା ତ୍ୟାଗ କରନ୍ତୁ। ଆୟର କିଛି ଅଂଶ ଅସହାୟ ବ୍ୟକ୍ତିଙ୍କୁ ଦିଅନ୍ତୁ। ଚାକିରି, ଶିକ୍ଷା ଓ କାରବାରରେ ଉନ୍ନତିର ଯୋଗ ରହିଛି।

publive-image

ବୃଷ: ପୂର୍ବ ବିବାଦ ସମାପ୍ତ ହେବ। ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଚାକିରିଆମାନେ ନୂଆ କାମ ଅନ୍ବେଷଣ କରିବେ। ଆପଣଙ୍କ ସରଳତା ନେଇ ପ୍ରିୟ ବନ୍ଧୁ ଖୁସି ରହିବେ।

publive-imageମିଥୁନ: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। ଅହଂକାର ଉପରେ ନିୟନ୍ତ୍ରଣ ରଖନ୍ତୁ। ଘର ଲାଗି ନୂଆ ଜିନିଷ କିଣିବେ। ପ୍ରେମ ନିବେଦନ ଲାଗି ଦିନଟି ଭଲ।

publive-imageକର୍କଟ: ଧ୍ୟାନ-ଯୋଗ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଦୂର ସ୍ଥାନକୁ ଯିବାର ଯୋଗ ରହିଛି। ଗୋପନୀୟ ତଥ୍ୟ ପ୍ରଘଟ କରନ୍ତୁ ନାହିଁ।

publive-imageସିଂହ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। ସମସ୍ୟା ସମାଧାନ କରିବା ଦିଗରେ ଯତ୍ନଶୀଳ ହେବେ। ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ହସଖୁସିର ବାତାବରଣ ରହିବ।

publive-imageକନ୍ୟା: ଆଳସ୍ୟ ତ୍ୟାଗ କରନ୍ତୁ। ରାଜନୀତି କ୍ଷେତ୍ରରେ ଆପଣଙ୍କ ଖ୍ୟାତି ବଢ଼ିବ। ଛାତ୍ରମାନେ ପରିଶ୍ରମ ଅନୁସାରେ ଯଥେଷ୍ଟ ସଫଳତା ପାଇବେ।

publive-imageତୁଳା: ଅଳ୍ପ ସମସ୍ୟା ରହିବ, ହେଲେ ଚିନ୍ତା କରନ୍ତୁ ନାହିଁ। ସନ୍ଧ୍ୟା ବେଳକୁ ସବୁ ଠିକ୍ ହୋଇଯିବ। କ୍ୟାରିୟର ଗଢ଼ିବା ପାଇଁ ସୁଯୋଗ ଜୁଟିବ। ଜୀବନସାଥୀଙ୍କ ନାମରେ ବାହନ କିଣି ପାରନ୍ତି।

publive-imageବିଛା: ବନ୍ଧୁଙ୍କର ସାହାଯ୍ୟ ପାଇବେ। ଲକ୍ଷ୍ୟସ୍ଥଳ ଦିଗରେ ଅଗ୍ରସର ହେବେ। ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ବୈବାହିକ ଜୀବନରେ ଆବେଗ ସମାପ୍ତ ହେବ।

publive-imageଧନୁ: ପୁଞ୍ଜି ବଜାରରେ ନିବେଶ କରନ୍ତୁ, ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ଶାସନରେ ଉଚ୍ଚପଦ ପ୍ରାପ୍ତ ହେବ। ଘରେ ଉତ୍ସବମୟ ବାତାବରଣ ରହିବ।

publive-imageମକର: ବ୍ୟବସାୟରେ ଆଶଠୁଁ ଅଧିକ ଲାଭ ପାଇବେ। ଅଜଣା ବ୍ୟକ୍ତିଙ୍କୁ ଅଧିକ ଭରସା କରନ୍ତୁ ନାହିଁ। ନବ ଦମ୍ପତ୍ତି ଭବିଷ୍ୟତ ନେଇ ଯୋଜନା କରିବେ।

publive-image

କୁମ୍ଭ: ଜ୍ଞାନ ଓ ବୁଦ୍ଧି ବଳ ପ୍ରୟୋଗ କରନ୍ତୁ, ସଫଳତା ପାଇବେ। ଜମି କିଣାବିକାରେ ଲାଭ ହେବ। ଚାକିରିଆଙ୍କୁ ଭଲ ସୁଯୋଗ ମିଳିବ। ନୂଆ ପ୍ରେମ ସମ୍ପର୍କ ଆରମ୍ଭର ସମ୍ଭାବନା ଅଛି।

publive-imageମୀନ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଆପଣଙ୍କ ସମ୍ମୁଖକୁ କୌଣସି ନୂଆ ଯୋଜନା ଆସିପାରେ।