ଜାଣନ୍ତୁ ଆଜିର ରାଶିଫଳ

ମେଷ: ଉତ୍ତମ ପରିଣାମ ଲାଗି ନିଜ ଉପରେ ଭରସା ରଖନ୍ତୁ। ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂରହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ବୃଷ: ଆଗକୁ ବଢ଼ିବା ପାଇଁ ଦିନଟି ଉତ୍ତମ। କର୍ମକ୍ଷେତ୍ରରେ ଆଶାନୁରୂପ ସଫଳତା ପାଇବେ। ଖର୍ଚ୍ଚ ହ୍ରାସ ପାଇଁ ଚେଷ୍ଟା କରନ୍ତୁ। ଜୀବନସାଥୀଙ୍କ ସହ ସିନେମା ଦେଖିବାର ଯୋଜନା କରିବେ।

ମିଥୁନ: ନୂଆ କାମ ଆରମ୍ଭ କରିବାରେ ଧ୍ୟାନ ଦିଅନ୍ତୁ। ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

କର୍କଟ: ଅଫିସରେ ଆପଣଙ୍କ କାନ୍ଧକୁ କୌଣସି ବଡ଼ ଦାୟିତ୍ବ ଆସିପାରେ। କାମ ବୃଦ୍ଧି ହେତୁ ଧନଲାଭ ଦୃଷ୍ଟିଗୋଚର ହେବ। ସମାଜରେ ରାଜନେତାଙ୍କର ପ୍ରତିଷ୍ଠା ବଢ଼ିବ।

ସିଂହ: ମନ ଦେଇ କାମ କଲେ ସଫଳତା ମିଳିବ। ଅଳଙ୍କାର ବ୍ୟବସାୟୀଙ୍କୁ ଧନଲାଭ ହେବ। ଛାତ୍ରଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ନବବିବାହିତଙ୍କ ଲାଗି ଦିନଟି ଭଲ।

କନ୍ୟା: ପରିବାର ଓ ବନ୍ଧୁ ସହିତ ଭଲ ତାଳମେଳ ବଜାୟ ରହିବ। ଅଫିସର ଲୋକ ଆପଣଙ୍କ କାମର ଖୁବ୍ ପ୍ରଶଂସା କରିବେ। ନିଜର ଓଜନ ପ୍ରତି ଧ୍ୟାନ ଦିଅନ୍ତୁ।

ତୁଳା: ଲୋକମାନଙ୍କୁ ନିଜର କଥା ବୁଝାଇବାରେ ସଫଳ ହେବେ। ଟ୍ରାଭେଲ ଏଜେନ୍‌ସି ମାଲିକଙ୍କ ଲାଗି ଦିନଟି ଭଲ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହେବ।

ବିଛା: ଭାବିଥିବା କାମ କାହାରି ସାହାଯ୍ୟରେ ପୂରା ହୋଇଯିବ। ସଂଚାର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ପାରିବାରିକ ସୁଖ ବୃଦ୍ଧି ହେବ।

ଧନୁ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ସମ୍ମାନଜନକ ଲୋକଙ୍କ ସହିତ ମିଶିବାର ସୁଯୋଗ ପାଇପାରନ୍ତି। ଜୀବନସାଥୀଙ୍କ ସାହାଯ୍ୟରେ ଆର୍ଥିକ ସ୍ଥିତି ସୁଧୁରିବ।

ମକର: ଭଲଭାବେ କାମ କରିବା ଲାଗି ଦିନଟି ଉପଯୁକ୍ତ। କୌଣସି ମଞ୍ଚରେ ଗୀତ ଗାଇବା ପାଇଁ ସୁଯୋଗ ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସଫଳତା ପାଇବେ।

କୁମ୍ଭ: ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସି ହୋଇ ଉପହାର ଦେଇପାରନ୍ତି। ପଦୋନ୍ନତିର ଯୋଗ ରହିଛି। ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ବନ୍ଧର ମଧୁରତା ବଢ଼ିବ।

ମୀନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। ନୂଆ କାମ କରିବାର ଇଚ୍ଛା ଥିଲେ ନୂଆ କଳାକୌଶଳ ଶିଖିବାକୁ ଚେଷ୍ଟା କରନ୍ତୁ। ପ୍ରେମରେ ସଫଳତା ପାଇବେ।

ସମ୍ବନ୍ଧିତ ଖବର