ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବି, ସୋମ ଓ ମଙ୍ଗଳବାର: ଭାଗ୍ୟର ଦ୍ଵାର ଖୋଲିପାରେ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ସହଯୋଗ ପୂର୍ଣ୍ଣ ରୂପେ ପାଇବେ। ଶୁକ୍ର ଓ ଶନିବାର: ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ।

ବୃଷ: ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବୁଧ ଓ ଗୁରୁବାର: ଉନ୍ନତି ରାସ୍ତା ଖୋଲିବ। ଶୁକ୍ର ଓ ଶନିବାର: ଲାଭର ସ୍ଥିତି ହ୍ରାସ ହୋଇପାରେ।

ମିଥୁନ: ରବି, ସୋମ ଓ ମଙ୍ଗଳବାର: ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ଭଲ ରହିବ। ବୁଧ ଓ ଗୁରୁବାର: ଖୁବ୍‌ ମଜା କରିବେ ଏବଂ ଖୁସିରେ ରହିବେ। ଶୁକ୍ର ଓ ଶନିବାର: ସ୍ଥଗିତ ଥିବା କାମ ପୂରା ହେବ।

କର୍କଟ: ରବି, ସୋମ ଓ ମଙ୍ଗଳବାର: ନୂଆ କାମ ଶୁଭାରମ୍ଭ ହେବ। ବୁଧ ଓ ଗୁରୁବାର: ରାଜନୀତିରେ ଆର୍ଥିକ ଲାଭ ହେବ। ଶୁକ୍ର ଓ ଶନିବାର: ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ।

 

ସିଂହ: ରବି, ସୋମ ଓ ମଙ୍ଗଳବାର: ସ୍ଥିତି ଆପଣଙ୍କ ଅନୁସାରେ ବଦଳିଯିବ। ବୁଧ ଓ ଗୁରୁବାର: ନୂଆ ପ୍ରସ୍ତାବ ଓ କାର୍ଯ୍ୟ ପାଇବେ। ଶୁକ୍ର ଓ ଶନିବାର: ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

 

କନ୍ୟା: ରବି, ସୋମ ଓ ମଙ୍ଗଳବାର: ପ୍ରୟାସରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ପ୍ରଚୁର ମାତ୍ରାରେ ଧନାଗମ ହେବ। ଶୁକ୍ର ଓ ଶନିବାର: ଆପଣଙ୍କ କ୍ୟାରିୟର ପାଇଁ ସମୟ ଉପସ୍ଥିତ।

 

ତୁଳା: ରବି, ସୋମ ଓ ମଙ୍ଗଳବାର: ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରହିବ। ବୁଧ ଓ ଗୁରୁବାର: ଘରର ବାତାବରଣରେ ଖୁସି ରହିବ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତିରେ ଉନ୍ନତି ହେବ।

 

ବିଛା: ରବି, ସୋମ ଓ ମଙ୍ଗଳବାର: ଉପାର୍ଜନ ପାଇଁ ନୂଆ ସ୍ରୋତ ପାଇବେ। ବୁଧ ଓ ଗୁରୁବାର: ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ଶୁକ୍ର ଓ ଶନିବାର: ଆୟରେ ବୃଦ୍ଧି ହେବ।

 

ଧନୁ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଧର୍ମ ଚର୍ଚ୍ଚାରେ ଅଂଶ ଗ୍ରହଣ କରିବେ। ଧନାଗମର ଯୋଗ ରହିଛି। ବ୍ୟବସାୟରେ ପରିଧି ବଢ଼ିବ। ଚାକିରିଆଙ୍କ ପାଇଁ ସମୟ ଅନୁକୂଳ। ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ କାଳୀଜାଈ।

 

ମକର: ରବି, ସୋମ ଓ ମଙ୍ଗଳବାର: ସଫଳତା ଓ ଲାଭ ପାଇବେ। ବୁଧ ଓ ଗୁରୁବାର: ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ। ଶୁକ୍ର ଓ ଶନିବାର: ଦୂର ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି।

 

କୁମ୍ଭ:ଆପଣଙ୍କ ଆବଶ୍ୟକତାକୁ ପୂରା କରିବା ଲାଗି ବନ୍ଧୁବର୍ଗ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଦେବେ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

 

ମୀନ: ରବି, ସୋମ ଓ ମଙ୍ଗଳବାର: ବୈବାହିକ ଜୀବନ ପାଇଁ ସମୟ ଭଲ। ବୁଧ ଓ ଗୁରୁବାର: ଅର୍ଥ ନେଣଦେଣ ସାବଧାନରେ କରିବା ଦରକାର। ଶୁକ୍ର ଓ ଶନିବାର: ସବୁ ଦିଗରୁ ସଫଳତା ପାଇବେ।

ସମ୍ବନ୍ଧିତ ଖବର