ଜାଣନ୍ତୁ ଆଜିର ରାଶିଫଳ

ମେଷ:ରବିବାର: ରାଜ୍ୟ ବାହରକୁ ଯିବାର ସୁଯୋଗ ଆସିବ। ସୋମ ଓ ମଙ୍ଗଳବାର: ସତ୍ୟର ସାଥ୍‌ ଦେବେ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ ପ୍ରସ୍ତାବ ଓ କାମ ମିଳିବ। ଶନିବାର: ଆର୍ଥିକ ସ୍ଥିତିରେ ଉନ୍ନତି ହେବ।

ବୃଷ:ରବିବାର: ଉନ୍ନତିର ରାସ୍ତା ଖୋଲିବ। ସୋମ ଓ ମଙ୍ଗଳବାର: ପରିଶ୍ରମ କରନ୍ତୁ ମିଠାଫଳ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ଧାର୍ମିକ ଭାବନା ଉଜ୍ଜୀବିତ ହେବ। ଶନିବାର: ବ୍ୟବସାୟରେ ଆଗକୁ ବଢ଼ିବେ।


ମିଥୁନ:ରବିବାର: ସମସ୍ୟାର ସମାଧାନ ହେବ। ସୋମ ଓ ମଙ୍ଗଳବାର: ଅର୍ଥ ନେଣଦେଣ ସାବଧାନରେ କରନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହୋଇପାରେ। ଶନିବାର: ଭାଗ୍ୟ ବୃଦ୍ଧି ହେବ।


କର୍କଟ:ରବିବାର: ବନ୍ଧୁଙ୍କୁ ମନର କଥା କହିବେ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ପ୍ରଗତି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଶନିବାର: ଇଚ୍ଛା ଅନୁସାରେ କାମ କରିବେ।

 


ସିଂହ:ରବିବାର: ରାଜନୀତିରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର: ଆର୍ଥିକ ଲାଭ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ପ୍ରଗତି ପଥରେ ଅଗ୍ରସର ହେବେ। ଶନିବାର: ସୁଖସୁବିଧା ପାଇଁ ଖର୍ଚ୍ଚ କରିବେ।

 


କନ୍ୟା: ରବିବାର: ରାଜନୀତିରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର: ଆର୍ଥିକ ଲାଭ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ପ୍ରଗତି ପଥରେ ଅଗ୍ରସର ହେବେ। ଶନିବାର: ସୁଖସୁବିଧା ପାଇଁ ଖର୍ଚ୍ଚ କରିବେ।

 


ତୁଳା: ରବିବାର: ରାଜନୀତିରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର: ଆର୍ଥିକ ଲାଭ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ପ୍ରଗତି ପଥରେ ଅଗ୍ରସର ହେବେ। ଶନିବାର: ସୁଖସୁବିଧା ପାଇଁ ଖର୍ଚ୍ଚ କରିବେ।

 

ବିଛା:ରବିବାର: ଭାଗ୍ୟର ସହଯୋଗ ପାଇବେ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଶନିବାର: ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ଭଲ ରହିବ।

 

ଧନୁ: ରବିବାର: ପରିଶ୍ରମର ସୁଫଳ ପାଇବେ। ସୋମ ଓ ମଙ୍ଗଳବାର: ଅସମାପ୍ତ କାର୍ଯ୍ୟ ପୂରା ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଚାକିରି ବ୍ୟବସାୟରେ ସଫଳତା ଓ ଲାଭ ପାଇବେ। ଶନିବାର: ବ୍ୟବହାରରେ ସଂଯମ ରଖନ୍ତୁ।

 

ମକର:ରବିବାର: ଆର୍ଥିକ ଲାଭ। ସୋମ ଓ ମଙ୍ଗଳବାର: ପ୍ରିୟବନ୍ଧୁଙ୍କ ସହିତ ମିଶିବା ପାଇଁ ଭଲ ସମୟ। ବୁଧ, ଗୁରୁ ଓ ଶୁକ୍ରବାର: ଭାଗ୍ୟର ଦ୍ଵାର ଖୋଲିପାରେ। ଶନିବାର: ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ହେବ।

 

କୁମ୍ଭ:ରବିବାର: ଧନର ଆଗମନ ହେବ। ସୋମ ଓ ମଙ୍ଗଳବାର: ବିଦେଶ ଯିବା ପାଇଁ ସୁଯୋଗ ଆସିବ। ବୁଧ, ଗୁରୁ ଓ ଶୁକ୍ରବାର: ବାହନ ସାବଧାନ କରି ଚଳାନ୍ତୁ। ଶନିବାର: ପରିବାରରେ ସମ୍ମାନ ମିଳିବ।

 

 
ମୀନ:ରବିବାର: ନାମ ଓ ଯଶ ବୃଦ୍ଧି। ସୋମ ଓ ମଙ୍ଗଳବାର: ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ। ବୁଧ, ଗୁରୁ ଓ ଶୁକ୍ରବାର: ନିଜ ପ୍ରୟାସରେ ପ୍ରଶଂସା ପାଇବେ। ଶନିବାର: ଖୁବ୍‌ ମଜା କରିବେ ଓ ଖୁସିରେ ରହିବେ।

ସମ୍ବନ୍ଧିତ ଖବର