ଏ ସପ୍ତାହର ରାଶିଫଳ


ମେଷ: ରବି ଓ ସୋମବାର: ନୂଆ କାମରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ପୁରୁଣା ଚିନ୍ତା ସମାପ୍ତ ହେବ। ଗୁରୁ, ଶୁକ୍ର ଓ ଶନିବାର: ଦାୟିତ୍ଵ ବଢ଼ିବ ଏବଂ ପ୍ରେମ ସମ୍ବନ୍ଧ ମଜଭୁତ ହେବ।

 

ବୃଷ: ରବି ଓ ସୋମବାର: କାମ ପ୍ରତି ଉତ୍ସାହ ବଢ଼ିବ। ମଙ୍ଗଳ ଓ ବୁଧବାର: ଉନ୍ନତିରେ ଆସୁଥିବା ବାଧା ଦୂର ହେବ। ଗୁରୁ, ଶୁକ୍ର ଓ ଶନିବାର: ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆମଦାନି ବୃଦ୍ଧି ହେବ।

 


ମିଥୁନ: ରବି ଓ ସୋମବାର: ମନ ରଚାନାତ୍ମକ କାର୍ଯ୍ୟରେ ଲାଗି ରହିବ। ମଙ୍ଗଳ ଓ ବୁଧବାର: କାହାରି ସହିତ ବିବାଦ କରନ୍ତୁ ନାହିଁ। ଗୁରୁ, ଶୁକ୍ର ଓ ଶନିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ।

 

କର୍କଟ: ରବି ଓ ସୋମବାର: ଅଚାନକ ଧନଲାଭ ହେବ। ମଙ୍ଗଳ ଓ ବୁଧବାର: ଘରର ବାତାବରଣ ଠିକ୍‌ ରହିବ। ଗୁରୁ, ଶୁକ୍ର ଓ ଶନିବାର: ଇଚ୍ଛା ପୂରା କରିବା ଲାଗି ପ୍ରୟାସ ସଫଳ ହେବ।

 


ସିଂହ: ରବି ଓ ସୋମବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ମଙ୍ଗଳ ଓ ବୁଧବାର: ନୂଆ ଅନୁବନ୍ଧ ମିଳିପାରେ। ଗୁରୁ, ଶୁକ୍ର ଓ ଶନିବାର: କାର୍ଯ୍ୟରେ ସଫଳତା ମିଳିବ ଏବଂ ପରିବାରରେ ସୁଖ ଶାନ୍ତି ରହିବ।

 


କନ୍ୟା: ରବି ଓ ସୋମବାର: କୌଣସି ନୂଆ ସୁଯୋଗ ମିଳିବ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ନିଜ ପ୍ରତିଭାରୁ ବଡ଼ ଲାଭ ହେବ।

 

ତୁଳା: ରବି ଓ ସୋମବାର: ମନସ୍କାମନା ପୂର୍ଣ୍ଣ ହେବ। ମଙ୍ଗଳ ଓ ବୁଧବାର: ପରିଶ୍ରମର ସକାରାତ୍ମକ ପରିଣାମ ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ଅଚାନକ ଧନଲାଭର ନଜର ଆସିବ।

 


ବିଛା: ରବି ଓ ସୋମବାର: କୌଣସି ବଡ଼ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କ ଲାଗି ସମୟ ଲାଭପ୍ରଦ। ଗୁରୁ, ଶୁକ୍ର ଓ ଶନିବାର: କୌଣସି ନିର୍ମାଣ କାର୍ଯ୍ୟର ଯୋଜନା କରିବେ।

 

ଧନୁ: ରବି ଓ ସୋମବାର: କୌଣସି ବଡ଼ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କ ଲାଗି ସମୟ ଲାଭପ୍ରଦ। ଗୁରୁ, ଶୁକ୍ର ଓ ଶନିବାର: କୌଣସି ନିର୍ମାଣ କାର୍ଯ୍ୟର ଯୋଜନା କରିବେ।

 


ମକର: ରବି ଓ ସୋମବାର: ପରିବାର ସହିତ ସମୟ ଖୁସିରେ କଟିବ। ମଙ୍ଗଳ ଓ ବୁଧବାର: ଭାଗ୍ୟ ବହୁତ କିଛି ଦେବ। ଗୁରୁ, ଶୁକ୍ର ଓ ଶନିବାର: ରାଜନୀତିକ ଓ ସାମାଜିକ କାର୍ଯ୍ୟରେ ସମୟ ବିତିବ।

 

କୁମ୍ଭ: ରବି ଓ ସୋମବାର: ଅଫିସ୍‌ରେ ଲାଗି ରହିଥିବା ବିଶୃଙ୍ଖଳା ଦୂର ହେବ। ମଙ୍ଗଳ ଓ ବୁଧବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ଘରର ମାହୋଲ ଭଲ ରହିବ ଏବଂ ଧନଲାଭ ହେବ।

 


ମୀନ:ରବି ଓ ସୋମବାର: ଚାକିରିଆଙ୍କୁ ସିନିୟର୍‌ଙ୍କ ସହଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ବନ୍ଧୁଙ୍କ ସହିତ ଭଲରେ ସମୟ କଟିବ। ଗୁରୁ, ଶୁକ୍ର ଓ ଶନିବାର: ଠିକ୍‌ ଦିଶାରେ କାମ କରି ଲାଭ ପାଇବେ।

ସମ୍ବନ୍ଧିତ ଖବର