ନିୟମିତ  ଟମାଟୋ ସାଲାଡ଼ ସେବନ  କଲେ ଏସବୁ ଫାଇଦା ମିଳେ 

ଆମେ ନିଜର ଓଜନ କମ୍‌ କରି ସ୍ଲିମଟ୍ରିମ୍‌  ଦିଶିବାଲାଗି ଆମେ କେତେ କ‘ଣ କରୁଛେ ହେଲେ ସାଧାରଣ କଥା ପ୍ରତି ଧ୍ୟାନ ଦେଇ ନଥାଉ।

ଟମାଟୋ ରେ  ଆଣ୍ଟି- ଇଂପ୍ଲିମେଣ୍ଟାରି  ଗୁଣ,  ଆଣ୍ଟି ଆକ୍ସିଡେଣ୍ଟ୍‌  ଭିଟା-କେରୋଟିନ୍‌  ,   ଲାଇକୋପିନ୍‌  ଓ  ଭିଟାମିନ୍‌ -ଇ  ଆଦି ଥାଏ ।  ଏହାକୁ ସେବନ କରିଲେ  କେତେକ   ରୋଗ ଦୂର  ହୋଇଥାଏ ।  ଖାଲି  ସେତିକି   ନୁହେଁ   ନିୟମିତ    ଟମାଟୋ  ସାଲାଡ଼  ରୂପେ  ସେବନ  କଲେ ନିଜର   ଓଜନ  ହ୍ରାସ  ପାଇଥାଏ ।ଆପଣ  ଖାଦ୍ୟରେ  ଜୁଆଣି  ପତ୍ରକୁ  ସାମିଲ୍‌  କରିଲେ  ଓଜନ ହ୍ରାସ  ହେବ ।    ଏହାକୁ ଆପଣ  ସାଲାଡ଼  ଶୈଳୀରେ ବି  ଖାଇ  ପାରିବେ ।  ଏହା ପାଚନ ଶକ୍ତି  ବୃଦ୍ଧି  କରିବା    ସଙ୍ଗେ ସଙ୍ଗେ    ଶରୀରର  ଓଜନ କମ୍‌   କରିଥାଏ ।

ଆମେ କାକୁଡ଼ି   ଖାଇବାକୁ   ବେଶି  ପସନ୍ଦ  କରିଥାଉ । କାକୁଡିରେ  ୯୬  ପ୍ରତିଶତ   ଜଳ ଓ  ଫାଇବର୍‌  ଥାଏ ।  ଯାହା   ଆମର  ପାଚନ କ୍ରିୟାକୁ   ମଜଭୁତ   କରିଥାଏ ।   ଏହାକୁ  ଖାଇଲେ  ଆମର   ତ୍ୱଚା   ବି ପରିଷ୍କାର   ହୋଇତାଏ ।  ଏହାକୁ  ଆପଣ  ସାଲାଡଭାବେ ସାମିଲ  ବି କରିପାରନ୍ତି ।  ଏହାଦ୍ୱାରା  ଶରୀରର  ଓଜନ  କମିଯିବ ।

ସମ୍ବନ୍ଧିତ ଖବର