publive-image

Advertisment

ମେଷ: କାମ ସଂପୂର୍ଣ୍ଣ କରିବା ଲାଗି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଯୁବକଙ୍କ ଲାଗି ସଫଳତାର ନୂଆ ରାସ୍ତା ଖୋଲିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

publive-image

ବୃଷ: ଆପଣଙ୍କ ମନ ଆନନ୍ଦିତ ରହିବ। ନିଜର ମନର କଥା ସାଥୀଙ୍କୁ କହିବେ। ବେପାରରେ ଲାଭ ହେବ। ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

publive-imageମିଥୁନ: ଆପଣଙ୍କର ଲୋକପ୍ରିୟତା ବଢ଼ିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଜମି ଦଲାଲଙ୍କ ଲାଗି ଦିନଟି ଭଲ।

publive-imageକର୍କଟ: ଆପଣ ଭାବିଚିନ୍ତି ନିଷ୍ପତ୍ତି ନେବା ଦରକାର। କାମରେ ଭାଇଙ୍କ ସହଯୋଗ ପାଇବେ। କଥା ହେବା ବେଳେ ନିଜର ଭାଷା ଉପରେ ଧ୍ୟାନ ଦିଅନ୍ତୁ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ।

publive-imageସିଂହ: ଆପଣ ସବୁ ଦୃଷ୍ଟିରୁ ନିଶ୍ଚିନ୍ତ ରହିବେ। ମହିଳାଙ୍କ ଲାଗି ଦିନଟି ବହୁତ ଭଲ । ବାଣିଜ୍ୟ ଛାତ୍ର କୌଣସି ବିଷୟ ବୁଝିବା ପାଇଁ ସହପାଠୀଙ୍କ ସହଯୋଗ ପାଇବେ।

publive-imageକନ୍ୟା: ଯେଉଁମାନଙ୍କର କୋର୍ଟରେ ମାମଲା ରହିଛି ସେମାନେ କାଗଜପତ୍ର ପ୍ରସ୍ତୁତ କରି ରଖନ୍ତୁ। ନୂଆ ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ।

publive-imageତୁଳା: ସ୍ଥଗିତ କାମ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। ମନ ପସନ୍ଦ ଜାଗାକୁ ବଦଳିର ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

publive-imageବିଛା: ପୂରା ଦିନ ଆପଣଙ୍କ ମନରେ ପ୍ରସନ୍ନତା ବଜାୟ ରହିବ। ନୂଆ କାରବାର ପାଇଁ ଭଲ ସୁଯୋଗ ପାଇବେ। ପାରିବାରିକ କାମ ପାଇଁ ଅଫିସରେ ପହଞ୍ଚିବାରେ ବିଳମ୍ବ ହେବ।

publive-imageଧନୁ: ଜୀବନରେ ନୂଆ ମାଇଲ୍‍ଖୁଣ୍ଟ ସ୍ଥାପନ କରିବେ। ଜୀବନସାଥୀଙ୍କ ସହ ଧର୍ମାନୁଷ୍ଠାନକୁ ଯିବେ। ଆପଣଙ୍କ ପ୍ରେମ ଜୀବନ ଭଲ ରହିବ।

publive-imageମକର: ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଜୀବନସାଥୀଙ୍କୁ ନିଜର ଅଶାନ୍ତି ଜଣାନ୍ତୁ, ମନକୁ ଶାନ୍ତି ମିଳିବ। କାଠ କାମ କରୁଥିବା ଳୋକଙ୍କ ପାଇଁ ଦିନଟି ଭଲ ରହିବ।

publive-image

କୁମ୍ଭ: ଲେଖକଙ୍କ ବିଚାର ସମ୍ମାନିତ ହେବ। ଅବିବାହିତ ଲୋକଙ୍କର ଘରେ ବିବାହ ଚର୍ଚ୍ଚା ହେବ। ଶିକ୍ଷାର୍ଥୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବେ।

publive-imageମୀନ: ଜୀବନସାଥୀ ଓ ବାପା ମାଆଙ୍କ ସହ ତାଳମେଳ ବଢ଼ିବ। ଲୁହା କାମ କରୁଥିବା ଲୋକଙ୍କର କାମର ଗତି ବଢ଼ିବ। ଆର୍ଥିକ ସ୍ଥିତି ଭଲ ରହିବ।