ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ। ବିଭିନ୍ନ ପରିସ୍ଥିତିରେ ମୁକାବିଲା କରିବାର ସକ୍ଷମ ହେବେ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

 

ବୃଷ: ଆପଣଙ୍କ ଭିତରେ ନୂଆ ଶକ୍ତି ସ˚ଚାର ହେବ। ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କ କଥାକୁ ଧୢାନ ଦେଇ ଶୁଣିବେ। ବେପାରରେ ଲାଭ ହେବ।

 

ମିଥୁନ: ଅନ୍ୟମାନଙ୍କ ଭରସା ଜିଣିବାରେ ସଫଳ ହେବେ। ରୋଜଗାର ପାଇଁ ନୂଆ ଉପାୟ ପାଇବେ। କୋର୍ଟ କଚେରି ମାମଲାରେ ଆପଣଙ୍କର ବିଜୟ ହେବ।

 

କର୍କଟ: ପୂର୍ବ ଦିନ ଅପେକ୍ଷା ଆଜି ଦିନଟି ଭଲ ରହିବ। ଚାକିରିରେ ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ଭବିଷ୍ୟତ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ।

 

ସି˚ହ: ନିଜ କାମରେ ସନ୍ତୁଷ୍ଟ ହେବେ। କୌଣସି ବ୍ୟକ୍ତିଙ୍କ ସହିତ ନୂଆ ପ୍ରକଳ୍ପ ଉପରେ କଥା ହେବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

 

କନ୍ୟା: ପଛୋଟିଆ ନିଷ୍ପତ୍ତିରୁ ଯଥେଷ୍ଟ ଲାଭ ହେବ। ଘରର ପରିବେଶ ଖୁସି ଭରା ରହିବ। ଅଫିସରେ ଅନ୍ୟମାନଙ୍କ ସହିତ ତାଳମେଳ ବହୁତ ଭଲ ରହିବ।

 

ତୁଳା: ସକାରାତ୍ମକ ରହନ୍ତୁ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ଜୀବନସାଥୀଙ୍କ ଠାରୁ ଉପହାର ମିଳିପାରେ।

 

ବିଛା: ଶୀଘ୍ର କାମ ସମାପ୍ତ କରିବା ଲାଗି ଉପାୟ ପାଇବେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିପାରେ।

 

ଧନୁ: କ୍ୟାରିୟର ନେଇ କୌଣସି ସୁଯୋଗ ପାଇବେ। ଜମି ଦଲାଲଙ୍କ ଲାଗି ଦିନଟି ଉତ୍ତମ। ଧନଲାଭ ହୋଇପାରେ। ରାଜନୀତିରେ ଯୋଗାଯୋଗ ସୁଦୃଢ଼ ହେବ।

 

ମକର: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ ମନରେ କିଛି ଆଶା ସୃଷ୍ଟ ହେବ। ଅନ୍ୟମାନଙ୍କୁ ସାହାଯ୍ୟ କରିବେ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି।

 

କୁମ୍ଭ: ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆଜି ନୂଆ କାମ ଶୁଭାରମ୍ଭ କରନ୍ତୁ, ଲାଭ ହେବ। ପ୍ରେମ ସ˚ପର୍କରେ ମଧୁରତା ଆସିବ।

 

ମୀନ: ଆପଣ ବହୁତ କାମ ବୁଦ୍ଧି ବଳରେ ସମାଧାନ କରିନେବେ। ଚାକିରିରେ ବୋନସ୍‍ର ଆଭାସ ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଉତ୍ତମ ହେବ।

ସମ୍ବନ୍ଧିତ ଖବର