publive-image

Advertisment

ମେଷ: ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିବ। ପ୍ରେମୀଯୁଗଳ ନିଜର ସାଥୀ ପ୍ରତି ବିଶ୍ବାସ ବଜାୟ ରଖନ୍ତୁ।

publive-image

ବୃଷ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

publive-imageମିଥୁନ: ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଅଫିସରେ ଜରୁରୀ କାମ ପୂରା କରିବାରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

publive-imageକର୍କଟ: କାରବାରରେ ଅନିଶ୍ଚିତତା ରହିପାରେ। ଯାହା ବି କରିବେ ସକାରାତ୍ମକ ହୋଇ କରନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କ ଅଶାନ୍ତି କମ୍ କରିବ।

publive-imageସିଂହ: ଧନଲାଭର ଯୋଗ ରହିଛି। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ।

publive-imageକନ୍ୟା: ଆପଣଙ୍କ ଲାଗି ଆତ୍ମବିଶ୍ବାସ ଓ ଆଶାଯୁକ୍ତ ଦିନଟିଏ। ଯାହା କରିବା ପାଇଁ ଭାବିଥିଲେ ତାହା ସଂପୂର୍ଣ୍ଣ ହୋଇଯିବ। ନିଜ କାମରେ ନୂଆ କୌଶଳ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ।

publive-imageତୁଳା: ଆପଣଙ୍କର ମାନସିକ ଅସ୍ଥିରତା ବଢ଼ିପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ। ବନ୍ଧୁ ଠାରୁ ଆର୍ଥିକ ସହାୟତା ପାଇବେ। ଡାକ୍ତରଙ୍କର ସୁନାମ ବଢ଼ିବ।

publive-imageବିଛା: ଜରୁରୀ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ଅଭାବୀ ଲୋକଙ୍କୁ ସହାୟତା କରିବାରେ ସଂକୋଚ କରନ୍ତୁ ନାହିଁ। ଛାତ୍ରଙ୍କର ପାଠପଢ଼ାରେ ମନ ଲାଗିବ।

publive-imageଧନୁ: ମନରେ ବହୁତ ସକାରାତ୍ମକ ଭାବନା ଆସିବ। ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ବିବାହିତ ଲୋକ ଜୀବନସାଥୀଙ୍କୁ ଅଧିକରୁ ଅଧିକ ସମୟ ଦିଅନ୍ତୁ।

publive-imageମକର: ଜୀବନରେ ଅନ୍ୟମାନଙ୍କର ସହଯୋଗ ମିଳିବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଆପଣଙ୍କର ସ୍ବାସ୍ଥ୍ୟ ଠିକ୍ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

publive-image

କୁମ୍ଭ: ଚାକିରିଆଙ୍କୁ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ଅଛି। ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ଛାତ୍ରଛାତ୍ରୀ ଭାବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରି ପଢ଼ନ୍ତୁ।

publive-imageମୀନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଆପଣ ନିଜ ଆତ୍ମବିଶ୍ବାସର ଆନନ୍ଦ ନିଅନ୍ତୁ। ସାଥୀ ମେଳରେ ଆପଣଙ୍କର ଛବି ଉତ୍କୃଷ୍ଟ ରହିବ।