ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଅଭିଭାବକଙ୍କ ପରାମର୍ଶ ନେଇ ଆପଣ କୌଣସି ବଡ଼ ପଦକ୍ଷେପ ନେବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

 

ବୃଷ: ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ। ପଡ଼ୋଶୀଙ୍କ ଠାରୁ ଭଲ ଖବର ପାଇବେ। ବେପାରରେ ଲାଭର ସୁଯୋଗ ମିଳିବ।

 

ମିଥୁନ: କାମରେ ଦକ୍ଷତା ବଜାୟ ରଖନ୍ତୁ, ସଫଳତା ପାଇବେ। ଶତ୍ରୁ ଆପଣଙ୍କୁ ହଇରାଣ କରିବା ଲାଗି ଚେଷ୍ଟା କରିବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

 

କର୍କଟ: କାର୍ଯ୍ୟ କ୍ଷେତ୍ରରେ ଚ୍ୟାଲେଞ୍ଜର ସାମନା କରିବାକୁ ସଫଳ ହେବ। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଲାଭ ହେବ।

 

ସି˚ହ: ବ୍ୟବସାୟୀଙ୍କ ପାଇଁ ଦିନଟି ବହୁତ ଭଲ। ବଡ଼ ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ଛାତ୍ରଙ୍କ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଆସିବ।

 

କନ୍ୟା: କାର୍ଯ୍ୟ କ୍ଷେତ୍ରରେ ଯଥେଷ୍ଟ ଉତ୍ସାହିତ ରହିବେ। ଆମଦାନି-ରପ୍ତାନିରେ ଲାଭ ହେବ। ବନ୍ଧୁଙ୍କ ଠାରୁ ଭଲ ଖବର ଶୁଣିବେ। ପରିବାରର ଦାୟିତ୍ବ ପୂରା କରିବେ।

 

ତୁଳା: ଆପଣଙ୍କ ସାମର୍ଥ୍ୟ ଅନୁଯାୟୀ କାର୍ଯ୍ୟ କରନ୍ତୁ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସ˚ପର୍କ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ।

 

ବିଛା: ବ୍ୟବସାୟ ବିସ୍ତାର ଲାଗି ନିକଟ ସ˚ପର୍କୀୟ ସହଯୋଗ କରିବେ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

 

ଧନୁ: ଜୀବନରେ ସକାରାତ୍ମକତା ବଜାୟ ରହିବ। ଭାବିଥିବା ସବୁ କାମ ସ˚ପୂର୍ଣ୍ଣ ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ସନ୍ତାନ ପ୍ରତି ବିଶ୍ବାସ ବଢ଼ିବ।

 

ମକର: ପରିଜନଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ଅତିବାହିତ କରିବେ। ଉପାର୍ଜନ ଲାଗି ଆପଣଙ୍କ ମନରେ ନୂଆ ବିଚାର ଆସିବ। ଅଫିସରେ ଅଧିକ ସମୟ କାମ କରିବେ।

 

କୁମ୍ଭ: ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ଅନ୍ୟମାନଙ୍କ ଆଗରେ ମନର କଥାକୁ ସ୍ପଷ୍ଟ ରୂପେ କୁହନ୍ତୁ। କାମ ସହଜରେ ପୂରା ହୋଇଯିବ।

 

ମୀନ: ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢ଼ିବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବୈବାହିକ ଜୀବନ ଖୁସିରେ ଭରିଯିବ।

ସମ୍ବନ୍ଧିତ ଖବର