/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ବହୁ ଦିନର ଅପେକ୍ଷା ପରେ ଭଲ ସୁଯୋଗ ମିଳିପାରେ। ଚାକିରିଆଙ୍କର ଉନ୍ନତି ହେବ। ବ୍ୟବସାୟ କାମରେ ବିଦେଶ ଯାଇପାରନ୍ତି। ସମ୍ବନ୍ଧରେ ମଧୁରତା ବଢ଼ିବ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଚାକିରି ଓ ବ୍ୟବସାୟରେ ସଫଳତା ପାଇବେ। ଆପଣଙ୍କ ବ୍ୟବହାର ସକାରାତ୍ମକ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତ୍ବ ସମାପ୍ତ ହେବ। ଅଭିନେତ୍ରୀଙ୍କୁ ଭଲ ସୁଯୋଗ ମିଳିବ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ସକାରାତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ବିବାହିତଙ୍କ ଲାଗି ଦିନଟି ଭଲ। ସନ୍ତାନର କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ବିଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ। ମହିଳାଙ୍କୁ କୌଣସି ବଡ଼ ସଫଳତା ମିଳିପାରେ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ଏକାଧିକ ଉତ୍ସରୁ ଆପଣଙ୍କୁ ଲାଭ ହେବ। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ଘରୋଇ ଚାକିରିଆଙ୍କୁ ନୂଆ କାମ ମିଳିବ। ଘରେ ସୁଖ ସମୃଦ୍ଧି ବଢ଼ିବ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ନିଜର ବ୍ୟକ୍ତିତ୍ବ ବିକାଶ କରିବାକୁ ଚେଷ୍ଟା କରିବେ। ଅଫିସରେ ନିଜର ମତ ରଖିବାରେ ସଫଳ ହେବେ। ପ୍ରେମୀଯୁଗଳ ଏକାଠି ସମୟ ଅତିବାହିତ କରିବେ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ଆପଣ ବିଶେଷ କାମ ପ୍ରଥମେ ସମାପ୍ତ କରିବେ। ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ। ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବନ୍ଧୁ ଠାରୁ କିଛି ଭଲ ଶିକ୍ଷାଲାଭ କରିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଅବିବାହିତଙ୍କ ଲାଗି ଭଲ ପ୍ରସ୍ତାବ ଆସିବ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: କ୍ୟାରିୟର ସମ୍ବନ୍ଧରେ ବଡ଼ ସଫଳତା ପାଇବେ। ଅନ୍ୟମାନଙ୍କ ସହ ଭଲ ତାଳମେଳ ରହିବ। ଆମଦାନିର ନୂଆ ଉତ୍ସ ମିଳିପାରେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।
/sambad/media/post_attachments/wp-content/uploads/2017/11/makar.jpg)
ମକର: କିଛି ନୂଆ କରିବାର ଇଚ୍ଛା ଆପଣଙ୍କ ମନରେ ଉଙ୍କି ମାରିବ। କୌଣସି ବନ୍ଧୁଙ୍କ ସାହାଯ୍ୟ ପାଇବେ। ଜୀବନସାଥୀଙ୍କ ସହିତ ପ୍ରେମପୂର୍ଣ୍ଣ ସନ୍ଧ୍ୟା କାଟିବେ। ସୁସ୍ବାଦୁ ଖାଦ୍ୟ ଖାଇବେ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଆପଣ ନିଜର ଦୋଷ ତ୍ରୁଟିକୁ ଅନୁଭବ କରିବେ। ବ୍ୟବସାୟକୁ ନୂଆ ଗତି ଦେବା ପାଇଁ ଚେଷ୍ଟା କରିବେ। ସନ୍ତାନ ଠାରୁ ଭଲ ଖବର ପାଇବେ।
ମୀନ: କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ। ବେପାର ନେଇ ନୂଆ ବିଚାର ମନକୁ ଆସିବ। ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ଯାଇପାରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/gata-kali-rasi-4-1.jpg)