ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ କାମ ସମୟ ସୀମା ମଧୢରେ ପୂରା କରିନେବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଦାମ୍ପତ୍ୟ ଜୀବନରେ ଲାଗିରହିଥିବା ମନୋମାଳିନ୍ୟ ସମାପ୍ତ ହେବ।

 

ବୃଷ: ବେପାରରେ ନୂଆ ଚୁକ୍ତିପତ୍ର ହୋଇପାରେ। କୋର୍ଟ କଚେରି କାମରେ ବିଜୟୀ ହୋଇପାରନ୍ତି। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସାକ୍ଷାତ୍‌ ହେବ।

 

ମିଥୁନ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହୋଇପାରେ। କୌଣସି କଥାକୁ ନେଇ ଜୀବନସାଥୀଙ୍କ ସହିତ ତର୍କ ହୋଇପାରେ। ଛାତ୍ରଙ୍କୁ ଭଲ ଫଳ ମିଳିବ।

 

କର୍କଟ: ଇଷ୍ଟଦେବଙ୍କ ଧ୍ୟାନ କଲେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ଧୀଶକ୍ତି ବଳରେ ଆପଣ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ବ୍ୟବସାୟୀଙ୍କୁ ଲାଭ ହେବ।

 

ସି˚ହ: ଧ୍ୟାନ ଓ ଯୋଗ ମାଧ୍ୟମରେ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ବିରୋଧୀ ସ୍ବ˚ୟ ପରାସ୍ତ ହୋଇଯିବେ। ନୂଆ ଉତ୍ସରୁ ଧନଲାଭ ହେବ।

 

କନ୍ୟା: ବେପାର ସମ୍ବନ୍ଧରେ ମନରେ ଅଭିନବ ବିଚାର ଆସିବ। ଖାସ୍‌ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ। ପରିଜନଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ।

 

ତୁଳା: ନୂଆ କାମ ଆରମ୍ଭ କରିବା ଲାଗି ସମୟ ଭଲ। ବନ୍ଧୁଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ଅବିବାହିତ ଲୋକଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

 

ବିଛା: ଉଚିତ ପରିଶ୍ରମରେ ଆପଣଙ୍କୁ ସଫଳତା ମିଳିବ। ବ୍ୟବସାୟରେ ଲାଗିରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ନୂଆ ଘର କିଣିବା ଲାଗି ଯୋଜନା କରିବେ।

 

ଧନୁ: କିଛି ନୂଆ ଶିଖିବାର ସୁଯୋଗ ପାଇବେ। ଅଧୁରା କାମ ପୂରା ହେବ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଲାଭ ହେବ।

 

ମକର: ବନ୍ଧୁଙ୍କ ସହାୟତାରେ ଜରୁରୀ କାମ ପୂରା ହେବ। ପୁଞ୍ଜି ବଜାରରେ ନିବେଶ ଲାଭଦାୟକ। ରାଜନୀତିରେ କିଛି ଆଶା ପୂରଣ ହେବ।

 

କୁମ୍ଭ: ଜରୁରୀ କାମରେ ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ। ସ୍କୁଲ ଜୀବନର ସାଙ୍ଗ ସହିତ ଦେଖା ହେବ। ଖୁସିରେ ଆପଣ ଅଧିକ ଖର୍ଚ୍ଚ କରିବେ।

 

ମୀନ: ଯାହା ବି କାମ କରିବେ ତହିଁରେ ସଫଳତା ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। ନୂଆ ବ୍ୟବସାୟ ଆରମ୍ଭ ଲାଗି ଯୋଜନା କରିବେ।

ସମ୍ବନ୍ଧିତ ଖବର