ମେଷ: ବହୁ ଦିନର ସ୍ବପ୍ନ ସାକାର ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଭଲ ରହିବ। ପ୍ରିୟତମ ଆପଣଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ପାରିବାରିକ ମାମଲାରେ ସମ୍ପର୍କୀୟଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଦୀର୍ଘ ଦିନର ପ୍ରୟାସ ସଫଳ ହେବ। ପ୍ରେମରେ ସଫଳତା ପାଇବେ।
ମିଥୁନ: କାରବାରରେ ଆପଣଙ୍କୁ ଲାଭ ହେବ। ରାଜନୀତିରେ ସଫଳତା ପାଇବେ। ଜୀବନସାଥୀ ଆପଣଙ୍କୁ ବହୁତ ପ୍ରଶ˚ସା କରିବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।
କର୍କଟ: ମନୋର˚ଜନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆଜି କୌଣସି ବଡ଼ ନିଷ୍ପତ୍ତି ନେବାରୁ ନିବୃତ୍ତ ରହନ୍ତୁ। ଆର୍ଥିକ ସ୍ଥିତିରେ ଅସ୍ଥିରତା ଲାଗିରହିବ।
ସି˚ହ: ଆପଣଙ୍କର ଦୃଷ୍ଟିକୋଣ ସକାରାତ୍ମକ ରହିବ। କୌଣସି ବଡ଼ କାମ କରିପାରନ୍ତି। ନେତା ଓ ଅଭିନେତାଙ୍କ ଲାଗି ଦିନଟି ଭଲ। ବୈବାହିକ ଜୀବନ ଖୁସି ଭରା ରହିବ।
କନ୍ୟା: ଆର୍ଥିକ ରୂପେ ଆପଣଙ୍କ ଶକ୍ତି ବଜାୟ ରହିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ମହିଳା ବନ୍ଧୁଙ୍କର ସାହାଯ୍ୟ ପାଇବେ।
ତୁଳା: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ବ୍ୟବସାୟରେ ଧନଲାଭର ଯୋଗ ରହିଛି। ଛାତ୍ରମାନେ ଅନନ୍ୟ ପ୍ରତିଭା ପାଇଁ ପୁରସ୍କୃତ ହେବେ।
ବିଛା: ଅଫିସରେ ନୂଆ ଲୋକମାନଙ୍କ ନିକଟରେ ସ˚ଯତ ରୁହନ୍ତୁ। କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ହେବ। ପତ୍ନୀଙ୍କ ମାନସିକତାକୁ ବୁଝିବାକୁ ଚେଷ୍ଟା କରିବେ।
ଧନୁ: ଆପଣଙ୍କ ପ୍ରସିଦ୍ଧି ବୃଦ୍ଧି ପାଇବ। ନିଜର ଦାୟିତ୍ବକୁ ଭଲଭାବେ ସ˚ପାଦିତ କରିବେ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।
ମକର: ଜୀବନସାଥୀଙ୍କ ସହଯୋଗରେ କୌଣସି କାମ ସ˚ପୂର୍ଣ୍ଣ ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ସାମାଜିକ କ୍ଷେତ୍ରରେ ଯଶ ଅର୍ଜନ କରିବେ।
କୁମ୍ଭ: ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ଏଭଳି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ହେବ, ଯିଏ ସାହାଯ୍ୟ କରିବେ। ଅଫିସରେ ଲାଗିରହିଥିବା ସମସ୍ୟାର ସମାଧାନ ମିଳିବ।
ମୀନ: ପାରିବାରିକ ଜୀବନ ଭଲ ରହିବ। ବ୍ୟବସାୟ କାମରେ ଯାତ୍ରା କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ଠିକ୍ ରହିବ। ଘରକୁ ଅତିଥି ଆସିବେ।