publive-imageମେଷ: ବି‌ଶେଷ କାମ ସରିବା ଯୋଗୁଁ ମନୋବଳ ବଢ଼ିବ। ଆପଣଙ୍କର ଆର୍ଥିକ ପକ୍ଷ ଦୃଢ଼ ରହିବ। ଚାକିରିରେ ଉନ୍ନତିର ଯୋଗ ଅଛି। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ।

Advertisment

publive-imageବୃଷ: ଟଙ୍କା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଘରକୁ କୌଣସି ବନ୍ଧୁ ଆସିବେ। ଦୀର୍ଘ ଦିନରୁ ଚିନ୍ତା କରିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଚାକିରି ବଦଳାଇ ପାରନ୍ତି।

publive-imageମିଥୁନ: ପ୍ରେମୀଯୁଗଳ ଦୂର ସ୍ଥାନକୁ ବୁଲି ଯିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ଯେଉଁ ମହିଳାମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଲାଭର ଭଲ ଯୋଗ ଅଛି।

publive-imageକର୍କଟ: ଭୁଲରୁ କିଛି ନୂଆ ଶିଖି ଆଗକୁ ବଢ଼ିବେ। ଆପଣ ମନ ଚାହୁଁଥିବା ବସ୍ତୁ ପାଇବେ। ନିଜର କାର୍ଯ୍ୟ ଓ ବ୍ୟବସାୟ ପ୍ରତି ନିଷ୍ଠାବାନ ରହିବେ। କୋର୍ଟ ଫଇସଲା ଆପଣଙ୍କ ପକ୍ଷରେ ଆସିବ।

publive-imageସିଂହ: ଆରମ୍ଭ କରିଥିବା କାମ ନିର୍ଦ୍ଧାରିତ ସମୟରେ ପୂରା କରିଦେବେ। ସନ୍ତାନର କ୍ୟାରିୟରକୁ ନେଇ ଟିକେ ଚିନ୍ତିତ ରହିବେ। ଆପଣ କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ।

publive-imageକନ୍ୟା: ଅଧା କାମ ସଂପୂର୍ଣ୍ଣ କରିଦେବେ। ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହୋଇ ବନ୍ଧୁତାର ହାତ ବଢ଼ାଇବେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ମାଆଙ୍କୁ ଉପହାର ଦେବେ।

publive-imageତୁଳା: କଳା ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ବେପାରରେ ଦିଗୁଣା ବୃଦ୍ଧି ହେବାର ଯୋଗ ଅଛି। ଆର୍ଥିକ ପକ୍ଷ ମଜଭୁତ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

publive-imageବିଛା: ଆପଣଙ୍କୁ ବଡ଼ ସଫଳତା ମିଳିପାରେ। କୌଣସି ବନ୍ଧୁ ଆର୍ଥିକ ସାହାଯ୍ୟ ମାଗି ପାରନ୍ତି। ଅଫିସରେ ଭଲ କାମ ପାଇଁ ଆପଣଙ୍କୁ ପୁରସ୍କୃତ କରାଯିବ। ପ୍ରେମ ଜୀବନ ଭଲ ରହିବ।

publive-imageଧନୁ: କାମ କରିବାର ନୂଆ ଶୈଳୀ ଆପଣାଇବା ସମ୍ପର୍କରେ ବିଚାର କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ସାମାଜିକ ଉତ୍ସବରେ ଯୋଗ ଦେବେ। ବିଲଡର୍‌ଙ୍କ ଲାଗି ଦିନଟି ଭଲ।

publive-imageମକର: ବାଦ ବିବାଦ ଠାରୁ ଦୂରେଇ ରହି ନିଜ କାମରେ ମନ ଲଗାନ୍ତୁ। ବେପାରୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ। କଲେଜରେ ନୂଆ ସାଙ୍ଗ ବନାଇବେ।

publive-image

କୁମ୍ଭ: ଲକ୍ଷ୍ୟ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ ଆପଣଙ୍କୁ ନୂଆ ଦାୟିତ୍ବ ମିଳିବ। କଠିନ ପରିସ୍ଥିତିରେ ଅନେକ ଲୋକଙ୍କର ସାହାଯ୍ୟ ପାଇବେ।

publive-imageମୀନ: ଏକାନ୍ତରେ ଅଧିକ ସମୟ ଅତିବାହିତ କରିବାକୁ ପସନ୍ଦ କରିବେ। କୌଣସି ବଡ଼ ଆଉ ଭିନ୍ନ ଧରଣର କାମ କରିବା ଲାଗି ଚିନ୍ତା କରିବେ। ଜୀବନସାଥୀ ଖୁସିର କାରଣ ସାଜିବେ।