publive-imageମେଷ: ଅସଂପୂର୍ଣ୍ଣ କାମ ପୂରା ହୋଇଯିବ। ଘ‌ରେ କୌଣସି ଧର୍ମାନୁଷ୍ଠାନ ହୋଇପାରେ। କର୍ତ୍ତୃପକ୍ଷ ଆପଣଙ୍କର ପଦୋନ୍ନତି କରିପାରନ୍ତି। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ।

Advertisment

publive-imageବୃଷ: ଚାକିରିଆଙ୍କ ଲାଗି ଦିନଟି ବହୁତ ଭଲ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି ଯାହାର ଲାଭ ଆପଣଙ୍କୁ ଆଗକୁ ମିଳିବ। ରାଜନୀତିରେ ଆପଣଙ୍କ କାମର ପ୍ରଶଂସା ହେବ।

publive-imageମିଥୁନ: ଅଧିକ ଲୋକଙ୍କ ସହିତ ଯୋଡ଼ିହେବେ। କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ଠାରୁ ଯଥା ସମ୍ଭବ ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀ କାମ ଓ ପାଠପଢ଼ାରେ ଭାରସାମ୍ୟ ରଖି ଆଗକୁ ବଢ଼ିବେ।

publive-imageକର୍କଟ: ପରିବହନ ବ୍ୟବସାୟୀଙ୍କୁ ଭଲ ଲାଭ ହୋଇପାରେ। ଆପଣଙ୍କ ଆଖପାଖରେ ଧାର୍ମିକ କାର୍ଯ୍ୟକ୍ରମ ହେବ। ପାରିବାରିକ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ମଧୁର ହେବ।

publive-imageସିଂହ: ଆପଣ କାହାରିକୁ ସାହାଯ୍ୟ କରିବେ। କାମରେ ଆପଣଙ୍କ ସମ୍ମୁଖକୁ ଆହ୍ବାନ ଆସିବ। ଆପଣ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇପାରନ୍ତି। ଭଲ ଚାକିରି ପାଇଁ ସୁଯୋଗ ମିଳିବ।

publive-imageକନ୍ୟା: ବିରୋଧୀମାନେ ବି ଆପଣଙ୍କ କାମର ପ୍ରଶଂସା କରିବେ। ମନ ପସନ୍ଦର ଜିନିଷ କିଣିବା ପାଇଁ ମନରେ ସ୍ଥିର କରିପାରନ୍ତି। ଜମି ବ୍ୟବସାୟୀଙ୍କ ସହିତ କଥାବାର୍ତ୍ତା କରିବେ।

publive-imageତୁଳା: ଆପଣଙ୍କ ସମ୍ମୁଖକୁ ଲାଭର ନୂଆ ଅବସର ଆସିବ। କଠିନ ପରିଶ୍ରମର ଲାଭ ପାଇବେ। ବାଲ୍ୟବନ୍ଧୁ ସହିତ ସାକ୍ଷାତ ହେବ। ଭଲ କାମ ପାଇଁ ସମାଜରେ ଲୋକପ୍ରିୟତା ବଢ଼ିବ।

publive-imageବିଛା: ଆପଣଙ୍କ ଘରକୁ କୌଣସି ବନ୍ଧୁ ଆସିପାରନ୍ତି। କାମ ନେଇ ଜୀବନସାଥୀଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ଲୋକେ ଆପଣଙ୍କ ଭଲ ବ୍ୟବହାରରେ ଖୁସି ହେବେ।

publive-imageଧନୁ: ବ୍ୟବସାୟରେ ଉଚିତ ସ୍ଥିତି ବଜାୟ ରଖିବେ। ଅଫିସରେ ଆପଣଙ୍କ କାମ ଦେଖି ତଳିଆ କର୍ମଚାରୀ ଖୁସି ହେବେ। କାହାରି ସହିତ ମିଶିବା ପାଇଁ ଦିନଟି ବହୁତ ଭଲ।

publive-imageମକର: କାମ କରିବା ପାଇଁ ନୂଆ ଲକ୍ଷ୍ୟ ବନାଇବେ। ବ୍ୟବସାୟରେ ସଫଳତା ପାଇବେ। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ନୂଆ ପ୍ରକଳ୍ପ କାମ ଆରମ୍ଭ କରିବେ।

publive-image

କୁମ୍ଭ: ଭଲ ସ୍ବଭାବ ଆପଣଙ୍କୁ ଲୋକମାନଙ୍କର ପ୍ରିୟ ବନାଇବ। ପରିଶ୍ରମ ଜାରି ରଖନ୍ତୁ, ଆପଣଙ୍କୁ ଶୀଘ୍ର ସଫଳତା ମିଳିବ। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ା ଓ କ୍ୟାରିୟରରେ ସମାଧାନ ମିଳିବ।

publive-imageମୀନ: କାମ ନେଇ କୌଣସି ପ୍ରକାର ଡର ମନରେ ରଖନ୍ତୁ ନାହିଁ। ସନ୍ତାନ ପକ୍ଷରୁ ଖୁସି ଖବର ଶୁଣିବାକୁ ପାଇବେ। ଆପଣଙ୍କର ଉଦ୍ୟମ ସଫଳ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।