publive-imageମେଷ: ଆପଣଙ୍କୁ ଉନ୍ନତିର କୌଣସି ନୂଆ ସାଧନ ମିଳିବ। ଆତ୍ମବିଶ୍ବାସ ବଢ଼ିବ। ବୈବାହିକ ଜୀବନ ସୁଖଦ ହେବ। ବ୍ୟବସାୟ ସୁରୁଖୁରୁରେ ଚାଲିବ। ପରୀକ୍ଷାରେ ଭଲ କରିବେ।

Advertisment

publive-imageବୃଷ: ସ୍କୁଲ ଜୀବନର ସାଙ୍ଗ ଠାରୁ ଫୋନ ଆସିବ। ମନ ଚାହୁଁଥିବା କାମରେ ସଫଳତା ପାଇବେ। ପୁତ୍ର ପକ୍ଷରୁ ଖୁସି ଖବର ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ସ୍ବାସ୍ଥ୍ୟ ଭଲ ରହିବ।

publive-imageମିଥୁନ: ନିଜ ଜୀବନକୁ ସୁନ୍ଦର କରିବା ପାଇଁ ଚେଷ୍ଟା କରିବେ। ପାରିବାରିକ ବାତାବରଣ ସକାରାତ୍ମକ ରହିବ। ଆୟ ରାସ୍ତାରେ ଥିବା ବାଧା ଦୂର ହେବ। ଗରିବଙ୍କୁ ସାହାଯ୍ୟ କରିବେ।

publive-image

କର୍କଟ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ନିଜସ୍ବ କାମ ସଂପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଭଲ ଫଳ ମିଳିବ।

publive-imageସିଂହ: ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। ଭାଗ୍ୟର ଦ୍ବାର ଖୋଲିବ। କୋର୍ଟ କଚେରି ମାମଲାରେ ଭଲ ଖବର ପାଇବେ। ବେପାରୀଙ୍କର ଆୟ ବଢ଼ିବ। ସନ୍ତାନ ଖୁସି ଖବର ଶୁଣାଇବେ।

publive-imageକନ୍ୟା: ଆପଣଙ୍କର ସବୁ ସମସ୍ୟା ଦୂର ହେବ। ପରିଶ୍ରମ ତୁଳନାରେ ଅଧିକ ଲାଭ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ।

publive-imageତୁଳା: ମାନସିକ ସ୍ବାସ୍ଥ୍ୟ ଭଲ ରହିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ସୁଯୋଗ ମିଳିବ। ଛାତ୍ରଛାତ୍ରୀଙ୍କର ପାଠରେ ମନ ଲାଗିବ।

publive-imageବିଛା: ସାମାଜିକ କାର୍ଯ୍ୟରେ ଭାଗ ନେବେ। ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ। ଜୀବନସାଥୀ ପାଇଁ କିଛି ବିଶେଷ କରିବେ। ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ।

publive-imageଧନୁ: ଭଲ ଲୋକଙ୍କ ସହ ସାକ୍ଷାତ ହେବ। ଜୀବନରେ ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ। ବିଜ୍ଞାନ ଛାତ୍ରୀଙ୍କ ଲାଗି ଦିନଟି ଖୁବ୍ ଭଲ।

publive-imageମକର: ଲାଭର ଯୋଗ ଅଛି। ବ୍ୟବସାୟ କ୍ଷେତ୍ରରେ ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ଅଫିସରେ ନୂଆ ଦାୟିତ୍ବ ଗ୍ରହଣ କରିବେ।

publive-image

କୁମ୍ଭ: କିଛି କାମରେ ଅଧିକ ସମୟ ଲାଗିପାରେ। ପରିଶ୍ରମର ଫଳ ସନ୍ତୋଷଜନକ ହେବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ପରିବାର ସହିତ ଖୁସି ବାଣ୍ଟିବେ। ପ୍ରିୟଜନ ଉପହାର ଦେବେ।

publive-imageମୀନ: ଚାକିରିରେ ଭଲ ମଉକା ପାଇବେ। ନିଜ କାମରେ ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ବୈବାହିକ ଜୀବନ ସୁଖମୟ ହେବ।