publive-image

Advertisment

ମେଷ: ବାପାମାଆଙ୍କ ଆଶୀର୍ବାଦ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଘରୋଇ ସାମଗ୍ରୀ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ।

publive-image

ବୃଷ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ଜୀବନସାଥୀଙ୍କ ଜୀବନରେ ପରିବର୍ତ୍ତନ ଆସିବା ଯୋଗୁଁ ଖୁସି ବଢ଼ିବ। ଭାବିଚିନ୍ତି ବ୍ୟବସାୟରେ ଭାଗୀଦାରି କରନ୍ତୁ।

publive-image

ମିଥୁନ: ଅଫିସରେ କୌଣସି କଥାକୁ ନେଇ କର୍ତ୍ତୃପକ୍ଷଙ୍କ କଟୁବାଣୀ ଶୁଣିବେ। ଜମିରେ ନିବେଶ ଲାଗି ଭଲ ଦିନଟିଏ। ଜୀବନସାଥୀଙ୍କ ସହ ଧର୍ମାନୁଷ୍ଠାନକୁ ଗଲେ ଶୁଭଫଳ ପାଇବେ।

publive-image

କର୍କଟ: ଦିନଟି ଲାଭପ୍ରଦ ରହିବ। କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ବାପାଙ୍କ ଅନୁମତି ନେଇ କାମ ଆରମ୍ଭ କରନ୍ତୁ। ଭୁଲ୍ ପଦକ୍ଷେପ ଆପଣଙ୍କୁ ଚିନ୍ତାରେ ପକାଇପାରେ।

publive-image

ସିଂହ: କ୍ୟାରିୟରରେ ନିଜ କ୍ଷମତା ଠାରୁ ଅଧିକ ଦାୟିତ୍ବ ନେବେ। ଆପଣ ଯାହା ସହିତ କଥା ହେବେ ତାଙ୍କୁ ସହଜରେ ସହମତ କରାଇନେବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

publive-image

କନ୍ୟା: ଆପଣଙ୍କ ଖୁସି ଦୁଇଗୁଣ ହେବ। ଆପଣଙ୍କର ସବୁ କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପୂର୍ବ କଥାକୁ ନେଇ ଜୀବନସାଥୀ ସହ ବଚସା ହୋଇପାରେ।

publive-image

ତୁଳା: ଦିନଟି ଉତ୍ସାହରେ ପୂର୍ଣ୍ଣ ରହିବ। ଚାକିରିଆମାନେ ଅଫିସରେ ଭଲ କାମ ପାଇଁ ପ୍ରଶଂସିତ ହେବେ। ନୂଆ ସଂପର୍କ ଆରମ୍ଭ କରିବାର ମଉକା ପାଇବେ।

publive-image

ବିଛା: ପୂର୍ବରୁ କରିଆସୁଥିବା ଯୋଜନା ପୂରା କରିବାର ଯୋଗ ଅଛି। ସିଭିଲ୍ ଇଂଜିନିୟର ନିଜ କାର୍ଯ୍ୟକ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ। ଘର ପାଇଁ ନୂଆ ସାମଗ୍ରୀ କିଣିବେ।

publive-image

ଧନୁ: ବ୍ୟବସାୟରେ ବିପଦପୂର୍ଣ୍ଣ ଚୁକ୍ତି କରିବାରୁ ନିବୃତ୍ତ ରହନ୍ତୁ। ପରିଶ୍ରମରେ ସନ୍ତୋଷଜନକ ଫଳ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ପ୍ରେମିକ ସାଥୀଙ୍କୁ ଉପହାର ଦେବେ।

publive-image

ମକର: ପରିବାର ଓ ବନ୍ଧୁଙ୍କ ପୂରା ସହଯୋଗ ପାଇବେ। ଆପଣଙ୍କର ପୁରୁଣା କବିତା ଲାଗି ପୁରସ୍କାର ମିଳିବାର ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

publive-image

କୁମ୍ଭ: ଦରକାର ବେଳେ ବନ୍ଧୁ ଠାରୁ ସାହାଯ୍ୟ ପାଇବେ। ବିବାହଯୋଗ୍ୟ ବ୍ୟକ୍ତିଙ୍କ ଲାଗି ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀ ଯେତେ ପରିଶ୍ରମ କରିବେ ସେତେ ସଫଳତା ପାଇବେ।

publive-imageମୀନ: ଅଫିସରେ ଦିଆଯାଇଥିବା କାମ ସଂପୂର୍ଣ୍ଣ ହେବା ଯୋଗୁଁ କର୍ତ୍ତୃପକ୍ଷ ଆପଣଙ୍କୁ ଉପହାର ଦେବେ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ବନ୍ଧୁ ସହିତ ସିନେମା ଦେଖିବାର ଯୋଜନା କରିବେ।