ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସମୟ ଆପଣଙ୍କ ଲାଗି ଅନୁକୂଳ। କିଛି ନୂଆ କରିବା ପାଇଁ ଭାବିବେ। ସାମାଜିକ ସ୍ଥିତି ମଜଭୁତ ହେବ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

 

ବୃଷ: ପ୍ରଗତି ପଥରେ ଅଗ୍ରସର ହେବେ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ମିଶିବାର ସୁଯୋଗ ପାଇବେ। ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ।

 

ମିଥୁନ: ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଧନଲାଭର ନୂଆ ରାସ୍ତାର ସନ୍ଧାନ ମିଳିବ।

 

କର୍କଟ: ଆପଣଙ୍କ ମନ ଧର୍ମ ଗ୍ରନ୍ଥରେ ଅଧିକ ଲାଗି ରହିବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରି ବିଫଳ ହେବେ। ବ୍ୟବସାୟରେ ଲାଭ ହେବ।

 

ସି˚ହ: ଆପଣ ଖୋଦ୍‌କୁ ଶକ୍ତିମାନ ଅନୁଭବ କରିବେ। ଯାହା ବି କାମ କରିବେ ସହଜରେ ସମ୍ପାଦିତ ହେବ। ପରିବାର ସହିତ ବାହାରକୁ ବୁଲି ଯିବେ।

 

କନ୍ୟା: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପାଇବେ। ପ୍ରିୟତମଙ୍କ ସହିତ ଅଧିକ ସମୟ ଅତିବାହିତ କରିବାକୁ ଇଚ୍ଛା ହେବ।

 

ତୁଳା: ଆପଣଙ୍କର ସବୁ କାମ ମନ ମୁତାବକ ସ˚ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

 

ବିଛା: କାରବାରରେ ଟଳମଳ ସ୍ଥିତି ସୃଷ୍ଟି ହେବ। ଅର୍ଥ ସମ୍ବନ୍ଧିତ ବଡ଼ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଅବିବାହିତଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ।

 

ଧନୁ: ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ। କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିପାରେ। ବନ୍ଧୁଙ୍କ ସାହାଯ୍ୟରେ କୌଣସି ବିଶେଷ କାର୍ଯ୍ୟ ସ˚ପୂର୍ଣ୍ଣ ହେବ।

 

ମକର: କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେବେ। ପାରିବାରିକ ଜୀବନ ସୁଖମୟ ହେବ।

 

କୁମ୍ଭ: ଦିନଟି ଆତ୍ମବିଶ୍ବାସରେ ଭରା ରହିବ। ପଡ଼ୋଶୀ ଆପଣଙ୍କ ଭଲ ବ୍ୟବହାରରେ ଖୁସି ହେବେ। ଛାତ୍ରଛାତ୍ରୀଙ୍କର ଅଧୢୟନରେ ମନ ଲାଗିବ।

 

ମୀନ: ସବୁ କାମ ଇଚ୍ଛାନୁସାରେ ସ˚ପୂର୍ଣ୍ଣ ହେବାରେ ବାଧା ଉପୁଜିପାରେ। ପରିବାର ଲୋକଙ୍କ ସହିତ କଥା ହେବା ସମୟରେ ଭାଷା ଉପରେ ସ˚ଯମ ରଖନ୍ତୁ।

ସମ୍ବନ୍ଧିତ ଖବର