ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ ଆପଣ କେବଳ ନିଜ କାମରେ ମନ ଦିଅନ୍ତୁ। ବ୍ୟବସାୟ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରାରେ ଯିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

 

ବୃଷ: ଆପଣଙ୍କ ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଚାକିରିଆଙ୍କୁ ପାରିତୋଷିକ ମିଳିପାରେ। ବ୍ୟବସାୟରେ ଭଲ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

 

ମିଥୁନ: ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ସବୁ କାମ ସରଳତାପୂର୍ବକ ପୂରା ହେବ। ନୂଆ ଗ୍ରୁପରେ ମିଶିବାର ବିଚାର କରିବେ।

 

କର୍କଟ: କଳ୍ପନା ଶକ୍ତି ବଳରେ ଆପଣ ଲକ୍ଷ୍ୟ ହାସଲ କରିବେ। ନିଜର ପ୍ରିୟ ବ୍ୟକ୍ତିଙ୍କ ସହିତ ସମୟ ଅତିବାହିତ କରିବେ। କାରବାରରେ ଉନ୍ନତି ହେବ।

 

ସି˚ହ: ଯୋଜନାକୁ ଗୁପ୍ତ ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ। ବିଭିନ୍ନ ସ୍ରୋତ ମାଧୢମରେ ଅର୍ଥଲାଭ କରିପାରନ୍ତି। ପ୍ରିୟତମଙ୍କୁ ଉପହାର ଦେବେ।

 

କନ୍ୟା: ଭାବିଥିବା କାମର ଗତି ତ୍ବରାନ୍ବିତ ହେବ। ବିରୋଧୀ ଆପଣଙ୍କ ଠାରୁ ଦୂରେଇ ରହିବେ। ଜୀବନସାଥୀ ଆପଣଙ୍କ ଭାବନାକୁ ଆଦର କରିବେ।

 

ତୁଳା: ଅଫିସରେ ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭପ୍ରଦ ହେବ। ନ୍ୟାୟିକ ମାମଲାରେ ଆପଣଙ୍କୁ ଆଶ୍ବସ୍ତି ମିଳିବ। ପାରିବାରିକ ଜୀବନ ସୁଖକର ହେବ।

 

ବିଛା: ଆପଣ ନିଜ ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ଅଫିସ କାମ ସ˚ପୂର୍ଣ୍ଣ କରିବାରେ ସଫଳ ହେବେ। ପରିବାର ଲୋକଙ୍କ ସହ ସମ୍ବନ୍ଧ ଭଲ ରହିବ।

 

ଧନୁ: ଚାକିରି ଅଥବା ବ୍ୟବସାୟରେ ସାବଧାନତା ଅବଲମ୍ବନ କରନ୍ତୁ। ନିଜ ଲୋକଙ୍କ ସାହାଯ୍ୟ ପାଇବେ। ବ୍ୟାଙ୍କରୁ ଋଣ ନେବା ଦିଗରେ ଥିବା ଝଞ୍ଜଟର ସମାଧାନ ହେବ।

 

ମକର: ଲକ୍ଷ୍ୟ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଅଫିସରେ କର୍ତ୍ତୃପକ୍ଷଙ୍କର ସହଯୋଗ ପାଇବେ। ପ୍ରେମ ସମ୍ବନ୍ଧରେ ଆପଣଙ୍କର ଆଚରଣ ଅଧିକ ବିନମ୍ର ରହିବ।

 

କୁମ୍ଭ: ବ୍ୟବସାୟ ପାଇଁ ଦିନଟି ଭଲ ହୋଇପାରେ। ଯାହାଙ୍କ ଠାରୁ ସାହାଯ୍ୟ ଆଶା କରିବେ ତାହା ପୂରା ହେବ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ।

 

ମୀନ: ନିର୍ଦ୍ଧାରିତ ସମୟରେ କାମ ସ˚ପୂର୍ଣ୍ଣ ହେବ। ଧନଲାଭର ନୂଆ ସ୍ରୋତ ଦୃଷ୍ଟିଗୋଚର ହେବ। ଦାମ୍ପତ୍ୟ ଜୀବନରେ କିଛି କଟୁତା ଆସିପାରେ।

ସମ୍ବନ୍ଧିତ ଖବର