/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ଯୋଜନା ତିଆରି କରିବା ଏବଂ କ୍ରିୟାନ୍ବିତ କରିବା ଲାଗି ଦିନଟି ଭଲ। ରାଜନୀତିକ ମହତ୍ବାକାଂକ୍ଷା ପୂରା ହେବ। ଘରକୁ କୁଣିଆ ଆସିବେ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ନିଜର କାମ ସାବଧାନରେ କରନ୍ତୁ। ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହେବ। ଛାତ୍ରଙ୍କୁ କିଛି ଶିଖାଇବା ଲାଗି ଦିନଟି ଭଲ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଭାବନା ସକାରାତ୍ମକ ବଜାୟ ରଖନ୍ତୁ। କୌଣସି ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଅଫିସରେ ବାକିଥିବା କାମ ସଂପୂର୍ଣ୍ଣ କରିବା ଲାଗି ଚେଷ୍ଟା କରିବେ। ଅଚାନକ ଧନଲାଭ ହେବ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ଆପଣ ଯାହା ସହିତ ମିଶିବେ ସେ ଆପଣଙ୍କ ପ୍ରତି ପ୍ରଭାବିତ ହେବେ। କାରବାରରେ ଯଥେଷ୍ଟ ଲାଭ ପାଇବେ। ନୂଆ ପ୍ରକଳ୍ପରେ କାମ କରିବାର ସୁଯୋଗ ମିଳିବ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ଦେବ ଦର୍ଶନ ଯୋଗ ରହିଛି। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଯୋଗାଯୋଗ ତାଲିକାରେ କିଛି ନୂଆ ଲୋକ ଯୋଡ଼ିବେ। ବଡ଼ ସୁଯୋଗ ମିଳିବାରୁ ଧନଲାଭ ଯୋଗ ରହିଛି।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ପ୍ରସ୍ତୁତ କରିଥିବା ଯୋଜନାରେ କିଛି ପରିବର୍ତ୍ତନ କରିପାରନ୍ତି। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକ ଭଲ ପ୍ରଦର୍ଶନ କରିବେ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ଶତ୍ରୁ ଆପଣଙ୍କୁ ପରାସ୍ତ କରିବା ଲାଗି ଚେଷ୍ଟା କରିବେ। ବ୍ୟବସାୟୀଙ୍କୁ ଆୟର ନୂଆ ଉତ୍ସ ମିଳିବ। ପାରିବାରିକ ଜୀବନ ସୁଖକର ହେବ। ପ୍ରେମ ସମ୍ବନ୍ଧରେ ନିବିଡ଼ତା ଆସିବ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ମାଆଙ୍କ ସହ ଭଲ ବୁଝାମଣା ରହିବ। ଖାଦ୍ୟ ପାନୀୟ ଓ ଜୀବନଶୈଳୀ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ପ୍ରିୟତମଙ୍କ ଠାରୁ ଉପହାର ପାଇବେ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ବରିଷ୍ଠ ଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ। ଧନଲାଭ ଯୋଗ ରହିଛି। ପୁରୁଣା ବନ୍ଧୁ ସହିତ ସାକ୍ଷାତ ହୋଇପାରେ। ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ ରହିବ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ସାମାଜିକ କାର୍ଯ୍ୟରେ ଆପଣ ଯୋଗ ଦେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ସନ୍ଧ୍ୟାରେ ପିଲାମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇପାରିବେ। ଚାକିରିରେ ଉନ୍ନତି ହେବ। ସନ୍ତାନଙ୍କ କ୍ୟାରିୟରକୁ ନେଇ ମନରେ ଚିନ୍ତା ରହିବ।
ମୀନ: ପାରିବାରିକ ଜୀବନରେ ମହତ୍ତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ଭବିଷ୍ୟତ ଲାଗି ପ୍ରସ୍ତୁତ କରିଥିବା ଯୋଜନା ଉପରେ ବିଚାର ବିମର୍ଶ କରନ୍ତୁ। ସ୍ବଭାବରେ ସଂଯମ ଓ ଧୈର୍ଯ୍ୟ ବଜାୟ ରଖନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/gata-kali-rasi-4-1.jpg)