ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାର୍ଚ୍ଚନାରେ ସମୟ ବିତିବ। କୌଣସି ଶୁଭ ସମାଚାର ପାଇବେ। ପ୍ରତିଟି କାମର ସମାଧାନ ସହସା ବାହାରିଯିବ। ପ୍ରେମ ପ୍ରସଙ୍ଗରେ ସବୁ କିଛି ଭଲ ରହିବ।

ବୃଷ: କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଇ˚ଜିନିୟରଙ୍କ ଲାଗି ଦିନଟି ଭଲ ରହିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପ୍ରେମିକଙ୍କ ପୂରା ସହଯୋଗ ପାଇବେ।

ମିଥୁନ: ଧର୍ମ କାର୍ଯ୍ୟରେ ମନ ଲାଗିବ। କୌଣସି ବ୍ୟକ୍ତିଙ୍କ ଠାରୁ ପ୍ରେରଣା ମିଳିପାରେ। କର୍ମଜୀବୀ ମହିଳାଙ୍କୁ ଅଚାନକ ଧନପ୍ରାପ୍ତି ହେବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

କର୍କଟ: ଆଗକୁ ବଢ଼ିବାର ଦିନଟିଏ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। କୌଣସି ଉଦ୍ୟାନକୁ ବୁଲି ଯାଇପାରନ୍ତି। ପ୍ରେମ ପ୍ରସଙ୍ଗରେ ନୂଆ ସମ୍ଭାବନା ରହିଛି।

ସି˚ହ: ସାମାଜିକ କାର୍ଯ୍ୟ କରିବାର ଅବସର ପାଇବେ। ବ୍ୟବସାୟ କାମରେ ଭାଗୀଦାରଙ୍କ ସହଯୋଗ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

କନ୍ୟା: ଆପଣଙ୍କ ଜୀବନଶୈଳୀ ପରିବର୍ତ୍ତନ ହୋଇପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ।

ତୁଳା: ବନ୍ଧୁଙ୍କ ସହଯୋଗ ପାଇ ଶତ୍ରୁଙ୍କୁ ପରାସ୍ତ କରିବେ। ଅଚାନକ ଧନପ୍ରାପ୍ତି ହେବ। ଚାକିରି ଖୋଜୁଥିବା ମହିଳାଙ୍କୁ ଭଲ ଚାକିରି ମିଳିବ।

ବିଛା: ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ ଏବ˚ କାର୍ଯ୍ୟରୂପ ଦେବା ଲାଗି ପ୍ରୟାସ କରିବେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।

ଧନୁ: ଆପଣଙ୍କ ଉପରେ ଲୋକମାନଙ୍କ ଅତୁଟ ବିଶ୍ବାସ ରହିବ। କାମ ପ୍ରତି ବହୁତ ସକ୍ରିୟ ରହିବେ। ଲାଭର ସୁଯୋଗ ପାଇବେ। ପ୍ରେମ ସମ୍ବନ୍ଧ ମଧୁର ହେବ।

ମକର: ଯୋଜନାରେ ପରିବର୍ତ୍ତନ କରିବାକୁ ପଡ଼ିପାରେ। ଧନ ସ˚ପଦ ମାମଲାରେ ବୁଦ୍ଧି ଖଟାଇ କାମ କରନ୍ତୁ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

କୁମ୍ଭ: ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ବ୍ୟବସାୟରେ ବଡ଼ ସଉଦାର ଅ˚ଶୀଦାର ହୋଇପାରନ୍ତି। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ମୀନ: ଶୁଭ ସ˚କେତ ପାଇବେ। ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପ୍ରେମିକାଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।

ସମ୍ବନ୍ଧିତ ଖବର