publive-imageମେଷ: ଅଫିସରେ କୌଣସି କାମ ତରତର ହୋଇ କରନ୍ତୁ ନାହିଁ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ମନୋର˚ଜନ କାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି।

Advertisment

publive-imageବୃଷ: ନୂଆ ଜମିର ଅଗ୍ରୀମ ଟଙ୍କା ଦେବା ପୂର୍ବରୁ ଦଲିଲକୁ ଭଲଭାବେ ପଢ଼ିନିଅନ୍ତୁ। ଚାକିରିରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ପରିବାରରେ ସୁଖ ଶାନ୍ତି ବଢ଼ିବ।

publive-imageମିଥୁନ: କାର୍ଯ୍ୟ କ୍ଷେତ୍ରରେ ମନପ୍ରାଣ ଢାଳି ନିଜର କାମ କରିବେ। କର୍ତ୍ତୃପକ୍ଷ ଆପଣଙ୍କ ଉପରେ ବହୁତ ଖୁସି ରହିବେ। ସନ୍ତାନ ପକ୍ଷରୁ ଭଲ ଖବର ପାଇବେ।

publive-imageକର୍କଟ: ଆପଣ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ। ଅଫିସରେ କୌଣସି କାମରେ ଲାଗି ରହିଥିବା ବାଧା ଦୂର ହେବ। ବ୍ୟବସାୟୀଙ୍କୁ ଧନଲାଭ ହୋଇପାରେ।

publive-imageସି˚ହ: ଅଫିସରେ ପଡ଼ିରହିଥିବା କାମକୁ କଠିନ ପରିଶ୍ରମ ବଳରେ ପୂରା କରିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

publive-imageକନ୍ୟା: ପରିବାରରେ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବେ। ଅଫିସରେ କିଛି ସହକର୍ମୀ ଆପଣଙ୍କ କାର୍ଯ୍ୟକୁ ବିରୋଧ କରିପାରନ୍ତି। ନୂଆ ଘର କିଣିବାର ଯୋଜନା କରିବେ।

publive-imageତୁଳା: ନିଜର ଲକ୍ଷ୍ୟ ପୂରା କରିବା ଦିଶାରେ କାମ କରିବେ। ଦୂର ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଅଧିକ ସମୟ ପରିଜନଙ୍କ ସହିତ ଅତିବାହିତ କରିବେ।

publive-imageବିଛା: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଅଫିସରେ କାମକୁ ସଠିକ୍‌ ଦିଶା ଦେବେ। ପ୍ରେମିକାଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

publive-imageଧନୁ: ଅର୍ଥ ସମ୍ବନ୍ଧୀୟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିିଁ। ବିବାଦରୁ ଦୂରରେ ରୁହନ୍ତୁ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

publive-imageମକର: ନିଜର ଅଧୀର ସ୍ବଭାବ ଲାଗି ଆପଣ ଅଶାନ୍ତ ହୋଇପାରନ୍ତି। ସତର୍କ ରହି କାମ କରନ୍ତୁ। କଥାବାର୍ତ୍ତାରେ ସରଳ ଓ ସହଜ ଭାଷା ପ୍ରୟୋଗ କରନ୍ତୁ।

publive-image

କୁମ୍ଭ: ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। କିଛି ପରିସ୍ଥିତିରେ ଆପଣ ଶାନ୍ତ ରହିପାରିବେନାହିଁ।

publive-imageମୀନ: ମିତ୍ରଙ୍କ ସହଯୋଗ ପାଇବେ। ତ୍ରୁଟି ହୋଇଥିବା କାମରେ ସୁଧାର ଆସିବ। ଛାତ୍ରଙ୍କର ପଢ଼ାରେ ମନ ଲାଗିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।