publive-imageମେଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ମନ ପ୍ରସନ୍ନ ରହିବ। ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତି ଭଲ ରହିବ। ପାରିବାରିକ ଜୀବନ ସୁଖକର ହେବ।

Advertisment

publive-imageବୃଷ: ଆପଣଙ୍କର କୌଣସି ଜରୁରୀ କାମ ପୂରା ହୋଇପାରେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ। ସମାଜରେ ଆପଣଙ୍କର ଖ୍ୟାତି ବଢ଼ିବ।

publive-imageମିଥୁନ: ଛୋଟ ଛୋଟ କଥା ଉପରେ ଧ୍ୟାନ ଦିଅନ୍ତୁ, ଚାକିରି ବୃତ୍ତିରେ ସଫଳତା ପାଇବେ। ଅଧିକାରୀମାନଙ୍କ ନିକଟରେ ସାବଧାନ ରହନ୍ତୁ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ।

publive-imageକର୍କଟ: ଦିନଟି ଆପଣଙ୍କ ଲାଗି ଭଲ ହିଁ ଭଲ ହେବ। ଧନଲାଭର ଅବସର ପାଇବେ। ଅଯଥା କଥାଠୁଁ ଦୂରରେ ରୁହନ୍ତୁ। ସ୍ବାସ୍ଥ୍ୟ ଭଲ ରହିବ।

publive-imageସିଂହ: ଅଧିକାରୀମାନଙ୍କ ସହିତ ବିଶେଷ ବିଷୟରେ କଥାବାର୍ତ୍ତା ହେବେ। କାମ ସମ୍ପର୍କରେ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ ଭଲ ହେବ। ବିଜ୍ଞାନ ଛାତ୍ର କିଛି ନୂଆ ଶିଖିବେ।

publive-imageକନ୍ୟା: କ୍ୟାରିୟରରେ ଉନ୍ନତିର ଯୋଗ ରହିଛି। ବରିଷ୍ଠଙ୍କ ସହିତ କୌଣସି ବିଷୟରେ ଆଲୋଚନା କରିବେ। ବୈବାହିକ ଜୀବନ ଖୁସି ଭରା ରହିବ।

publive-imageତୁଳା: କୌଣସି କାମରେ ଆପଣଙ୍କୁ ଭାଇ ଭଉଣୀ ସହଯୋଗ କରିବେ। ଉନ୍ନତି ପାଇଁ ନୂଆ ପଥ ଖୋଲିବ। ପରିବାରରେ ସମସ୍ତଙ୍କର ସ୍ବାସ୍ଥ୍ୟ ଭଲ ରହିବ।

publive-imageବିଛା: ପରିବାରରେ ସମସ୍ତଙ୍କର ଇଚ୍ଛା ପୂର କରିବାରେ ସଫଳ ହେବେ। ସନ୍ତାନଠୁଁ ସୁଖର ଅନୁଭୂତି ହେବ। ବ୍ୟବସାୟ କାମରେ ବିଶିଷ୍ଟ ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ।

publive-imageଧନୁ: ଅଫିସ କାମରେ ବ୍ୟସ୍ତ ରହିବେ। ସବୁ ସମସ୍ୟାର ସମାଧାନ ହେବ। ଆର୍ଥିକ ପକ୍ଷ ମଜଭୁତ ରହିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧକୁ ନେଇ ଅଧିକ ଭାବୁକ ହେବେ।

publive-imageମକର: ପରିଶ୍ରମର ସୁଫଳ ପାଇବେ। ସହକର୍ମୀ ଆପଣଙ୍କୁ ସହଯୋଗର ହାତ ବଢ଼ାଇବେ। ଛାତ୍ରଛାତ୍ରୀ ଗୁରୁତ୍ବପୂର୍ଣ୍ଣ ବିଷୟରେ ଶାନ୍ତିରେ ବିଚାର କରନ୍ତୁ।

publive-image

କୁମ୍ଭ: ଶୁଭ ସମ୍ବାଦ ମିଳିବା ଯୋଗୁଁ ପରିବାରରେ ଭଲ ପରିବେଶ ରହିବ। କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ। ବିରୋଧୀମାନେ ସମ୍ମୁଖକୁ ଆସିବାକୁ ଭୟ କରିବେ।

publive-imageମୀନ: ଭ୍ରମଣ ସୁଖଦ ରହିବ। ବନ୍ଧୁ ସହିତ ସମ୍ବନ୍ଧ ମଜଭୁତ ହେବ। ବ୍ୟବସାୟରେ ସକାରାତ୍ମକ ପରିଣାମ ପାଇବେ। ପାରିବରିକ ସମ୍ବନ୍ଧରେ ଭଲ ତାଳମେଳ ରହିବ।