/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଭାବୁକ ହୋଇପାରନ୍ତି। ଚିକିତ୍ସା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ବ୍ୟବସାୟୀଙ୍କୁ ଲାଭ ହେବ। ପ୍ରେମୀଯୁଗଳ ଏକାଠି ସମୟ ବିତାଇବେ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଯେଉଁ କାମ କରିବାକୁ ଚାହିଁବେ ସେହି କାମ ଆରାମରେ ପୂରା ହୋଇଯିବ। ନୂଆ କାରବାରରେ ପୁଞ୍ଜି ଲଗାଇଲେ ଦିଗୁଣା ଲାଭ ମିଳିପାରେ। ସାଥୀ ଆପଣଙ୍କ ଭାବନାକୁ ବୁଝିବେ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: କୌଣସି କାମ ବଡ଼ ଭାଇଙ୍କ ସାହାଯ୍ୟରେ ପୂରା ହୋଇଯିବ। ନୂଆ ଜମି କିଣିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖନ୍ତୁ। କୌଣସି ସହପାଠୀ ଆପଣଙ୍କୁ ମନର କଥା କହିବେ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: କଥା କହିବା ଶୈଳୀ ପାଇଁ ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାରେ ସଫଳ ରହିବେ। ଭଲ ଚାକିରିର ସୁଯୋଗ ଆସିବ। ଜୀବନସାଥୀ ସହିତ ଧର୍ମକାର୍ଯ୍ୟରେ ମନ ଲଗାଇବେ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ପୁରୁଣା ଟେଣ୍ଡର ସମାପ୍ତ ହେବା ସଙ୍ଗେସଙ୍ଗେ ନୂଆ ଟେଣ୍ଡର ପାଇବେ। ଇଂଜିନିୟର ନିଜର ଅନୁଭବ ସଠିକ୍ ଦିଶାରେ ପ୍ରୟୋଗ କରିବେ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ବହୁତ ଭଲ ରହିବ। ଅଫିସରେ ବାକିଥିବା କାମ ସଂପୂର୍ଣ୍ଣ ହେବ। ଅଚାନକ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ଆନନ୍ଦଜନକ କରିବା ଲାଗି ଚେଷ୍ଟା କରିବେ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ନିଜର କାମ ଭଲଭାବେ କରିବା ପାଇଁ ଦିନଟି ଶୁଭ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହ ଦୀର୍ଘ ସମୟ କଥା ହେବେ। ଖର୍ଚ୍ଚ କମାଇବାକୁ ଚେଷ୍ଟା କରନ୍ତୁ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ବିବାହିତ ନିଜର ଜୀବନକୁ ଆନନ୍ଦମୟ କରିବାେର ଲାଗି ରହିବେ। ଘରୋଇ ଉଦ୍ୟୋଗ ଚାକିରିଆଙ୍କୁ ନୂଆ ପ୍ରକଳ୍ପ ମିଳିବ। ପ୍ରେମିକା ସହ ସମ୍ବନ୍ଧରେ ମଧୁରତା ବଢ଼ିବ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କ କାମ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ଆପଣଙ୍କର କିଛି ନୂଆ ବନ୍ଧୁ ହୋଇପାରନ୍ତି।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଆପଣ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ରହିବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଅବିବାହିତଙ୍କ ଲାଗି ଦିନଟି ଭଲ ରହିବ। ପରୀକ୍ଷାରେ ଭଲ ପରିଣାମ ମିଳିବ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: କୌଣସି ବନ୍ଧୁର ସାହାଯ୍ୟ ନେଇପାରନ୍ତି। ନୂଆ କାମରେ ଆଶାନୁରୂପ ଫଳ ପାଇବେ। ଜୀବନସାଥୀ ସହିତ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀଙ୍କୁ ଯଥେଷ୍ଟ ସଫଳତା ମିଳିବ।
ମୀନ: ବ୍ୟବସାୟରେ ଧନଲାଭ ଯୋଗ ରହିଛି। ଆଶା ରଖିଥିବା ଉଦ୍ୟୋଗରେ ଚାକିରି ମିଳିବା ଯୋଗୁଁ ମନ ଖୁସି ହେବ। ପରିବାର ସହ ସ୍ବାଦିଷ୍ଠ ଭୋଜନ କରିବାରେ ଆନନ୍ଦ ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/gata-kali-rasi-4-1-1.jpg)