publive-image

Advertisment

ମେଷ: ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଲାଗିବ। ସହକର୍ମୀଙ୍କ ସହ ବଚସା ହୋଇପାରେ। ଓକିଲଙ୍କ ଲାଗି ଦିନଟି ଭଲ। ପୁରୁଣା ମକଦ୍ଦମାରେ ବିଜୟ ଲାଭ କରିବେ।

publive-image

ବୃଷ: ଧର୍ମକାର୍ଯ୍ୟରେ ମନ ଲାଗିବ। ସନ୍ଧ୍ୟାରେ କୌଣସି ଧର୍ମ ଚର୍ଚ୍ଚାରେ ଅଂଶ ଗ୍ରହଣ କରିବେ। ଲଳିତକଳା ଛାତ୍ରଙ୍କ ଲାଗି ଦିନଟି ଭଲ। ପ୍ରେମୀଯୁଗଳ ତର୍କବିତିର୍କ ଓ ସମସ୍ୟା ଠାରୁ ଦୂରରେ ରୁହନ୍ତୁ।

publive-image

ମିଥୁନ: ବ୍ୟବହରରେ ଟିକେ ପରିବର୍ତ୍ତନ ଜରୁରୀ। ବ୍ୟବସାୟ କାମରେ ଦୂରସ୍ଥାନ ଗମନ। ପ୍ରେମୀଯୁଗଳ ନିଜ ସାଥୀର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉପକୃତ ହେବେ।

publive-image

କର୍କଟ: ଇଂଜିନିୟର ନିଜର ଅନୁଭବ ସଠିକ୍ ପ୍ରୟୋଗ କରିବେ। ବିବାହିତଙ୍କ ଜୀବନରେ ପ୍ରସନ୍ନତା ରହିବ। ଆୟ ବୃଦ୍ଧି ଲାଗି ନୂଆ ଯୋଜନା ତିଆରି କରିବେ। ଜମି କିଣିବା ଯୋଗ ଅଛି।

publive-image

ସିଂହ: ଦାମ୍ପତ୍ୟ ସମ୍ବନ୍ଧକୁ ଉନ୍ନତ କରିବା ଲାଗି ଚେଷ୍ଟା କରନ୍ତୁ। ବ୍ୟବସାୟ ଲାଗି ଦିନଟି ବହୁତ ଭଲ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଚାକିରିଜୀବୀଙ୍କର ବଦଳି ହୋଇପାରେ।

publive-image

କନ୍ୟା: ବେପାରରେ ପୁଞ୍ଜି ଲଗାନ୍ତୁ, ଲାଭ ହେବ। ପରିବାରରେ କୌଣସି ଲୋକ ସହ ଝଗଡ଼ା ହୋଇପାରେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ମିଳିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

publive-image

ତୁଳା: ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ। ଚାକିରିଜୀବୀଙ୍କର ଦରମା ବଢ଼ିପାରେ।

publive-image

ବିଛା: କୌଣସି କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଶୁଭ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

publive-image

ଧନୁ: ନୂଆ କାର୍ଯ୍ୟରେ ଭାଗ୍ୟର ସହଯୋଗ ପାଇପାରିବେ। ଧନପ୍ରାପ୍ତିର ଭଲ ଯୋଗ ରହିଛି। କୌଣସି ଭଲ ଖବର ପାଇବେ। ସନ୍ଧ୍ୟାରେ ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ।

publive-image

ମକର: ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଧନପ୍ରାପ୍ତିର ଯୋଗ ଅଛି। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ପ୍ରାପ୍ତ ହେବ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ ରହିବ।

publive-image

କୁମ୍ଭ: ପରିବାର ବାତାବରଣ ଶାନ୍ତିଦାୟକ ରହିବ। ନୂଆ ବ୍ୟବସାୟ କରିବାକୁ ଚାହୁଁଥିଲେ କିଛି ଦିନ ଅପେକ୍ଷା କରି ଯାଆନ୍ତୁ। ଶତ୍ରୁମାନେ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିଁ।

publive-imageମୀନ: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକ ଅଧିକ ଯାତାୟାତ କରିବେ। ଜୀବନସାଥୀ ସହ କୌଣସି କଥାକୁ ନେଇ ତର୍କବିତର୍କ ହୋଇପାରେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।