publive-imageମେଷ: ଏଭଳି ଲୋକଙ୍କ ସହିତ ସାକ୍ଷାତ ହେବ ଯିଏ ଭବିଷ୍ୟତରେ ସାହାଯ୍ୟ କରିବେ। ସନ୍ତାନ ପକ୍ଷରୁ ସୁଖଦ ଖବର ପାଇବେ। ଅଫିସରେ ପଦୋନ୍ନତିର ସୁଯୋଗ ରହିଛି।

Advertisment

publive-imageବୃଷ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଧନପ୍ରାପ୍ତିର ଯୋଗ ରହିଛି। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

publive-imageମିଥୁନ: ଚାକିରି ପାଇଁ ପ୍ରୟାସ କରିଆସୁଥିବା ବ୍ୟକ୍ତି ଶୁଭ ଖବର ପାଇବେ। ଜୀବନସାଥୀଠୁଁ ଉପହାର ପାଇପାରନ୍ତି। ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

publive-imageକର୍କଟ: ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ। ଲେଖକଙ୍କ ବିଚାର ପ୍ରଶଂସିତ ହେବ।

publive-imageସିଂହ: ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପାଇବେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। କାରବାର ବୃଦ୍ଧି ପାଇଁ ଦିନଟି ଭଲ। ଦାମ୍ପତ୍ୟ ଜୀବନରେ ପ୍ରେମ ବଜାୟ ରହିବ।

publive-imageକନ୍ୟା: ଆପଣଙ୍କ ମନରେ ନୂଆ ବିଚାର ଉତ୍ପନ୍ନ ହେବ। କାରବାରରେ ପରିବର୍ତ୍ତନ ଆଣି ସଫଳତା ପାଇବେ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ଖୋଲିବ।

publive-imageତୁଳା: ରାଜନୀତିକ ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଆପଣ ଧୈର୍ଯ୍ୟଧରି କାମ କରିବା ଆବଶ୍ୟକ। ପ୍ରେମ ସଂପର୍କରେ ମଧୁରତା ଆସିବ।

publive-imageବିଛା: ଅଫିସରେ ମନପ୍ରାଣ ଢ଼ାଳି କାମ କରିବେ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ରଛାତ୍ରୀମାନେ ମନ ଲଗାଇ ଅଧ୍ୟୟନ କରିବେ।

publive-imageଧନୁ: ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ଫଳପ୍ରଦ ସାବ୍ୟସ୍ତ ହେବେ। କିଣାବିକା ବେଳେ ସାବଧାନ ରହନ୍ତୁ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ପାଇବେ।

publive-imageମକର: ବ୍ୟବସାୟରେ ଲାଗିଥିବା ପାଣ୍ଠିରୁ ଲାଭ ହୋଇପାରେ। ମନର କଥା ଅନ୍ୟମାନଙ୍କୁ କହି ଆଶ୍ବସ୍ତ ଅନୁଭବ କରିବେ। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ।

publive-image

କୁମ୍ଭ: ଆପଣ ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ। ବନ୍ଧୁ ସହିତ ସମ୍ବନ୍ଧ ମଧୁର ହେବ। ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ସୁଧୁରିବ। ଜମି ଦଲାଲଙ୍କ ଲାଗି ଦିନଟି ଭଲ।

publive-imageମୀନ: ଆପଣଙ୍କ ଭିତରେ ଆତ୍ମବିଶ୍ବାସର ଝଲକ ଦେଖାଦେବ। ରାଜ୍ୟ ବାହାରେ ଚାକିରିର ସୁଯୋଗ ମିଳିବ। ବ୍ୟବସାୟରେ ଲାଭ ହେବ। ପରିବାରରେ ଖୁସିର ବାତାବରଣ ରହିବ।