ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ ହସଖୁସି ବଢ଼ିବ। ନୂଆ କାମ ଆରମ୍ଭ କରିବା ପାଇଁ ଭାବି ପାରନ୍ତି। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: ଅଫିସର ପରିବେଶ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ପ୍ରେମରେ ସଫଳତା ପାଇବେ।

ମିଥୁନ: ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ପ୍ରତିଟି କାମର ସମାଧାନ ସହସା ବାହାରିଯିବ। ଇ˚ଜିନିୟରଙ୍କର ପଦୋନ୍ନତି ହୋଇପାରେ।

କର୍କଟ: ଅନ୍ୟମାନଙ୍କ ସହିତ ନିଜ କାମର କଥା ଆଲୋଚନା କରନ୍ତୁ ନାହିଁ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

ସି˚ହ: ପୁଞ୍ଜି ନିବେଶ ସମ୍ବନ୍ଧରେ ଭଲ ପରାମର୍ଶ ପାଇବେ। ଅଫିସରେ ପରିବେଶ ଭଲ ରହିବ। ହୋଟେଲ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।

କନ୍ୟା: ନୂଆ ଦିଗରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ମଧୁର ଭାଷା ସାହାଯ୍ୟରେ ନିଜର କାମ କରାଇନେବେ। ବସ୍ତ୍ର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

ତୁଳା: କାରବାରରେ ସଫଳତା ପାଇବେ। ଅଚାନକ ଧନଲାଭ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖଦ ରହିବ।

ବିଛା: କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନାର ତଲାସ କରିବେ। ଆପଣଙ୍କ ପୁଅ ଲାଗି କନ୍ୟା ଖୋଜା ପୂରା ହେବ। ବନ୍ଧୁ ସହିତ ଦିନଟି ଭଲରେ କଟିବ।

ଧନୁ: କମ୍‌ ପରିଶ୍ରମରେ ଅଧିକ ଲାଭ ପାଇବେ। ନିଜ ବ୍ୟବହାରରେ ସ˚ଯମ ରଖନ୍ତୁ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ପରିଣାମ ମିଳିବ।

ମକର: କମ୍‌ ବିଶ୍ବାସ କରୁଥିବା ଜିନିଷ ହାସଲ କରିବେ। ଆପଣଙ୍କ ମନରେ ନୂଆ ସକାରାତ୍ମକ ବିଚାର ସୃଷ୍ଟି ହେବ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ।

କୁମ୍ଭ: ନିଜର ସଫଳତାକୁ ନେଇ ଆଶ୍ବସ୍ତ ରହିବେ। ବନ୍ଧୁଙ୍କୁ ସହଯୋଗ କରିବାର ଅବସର ପାଇବେ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ।

ମୀନ: କୌଣସି କାର୍ଯ୍ୟ ସ˚ପୂର୍ଣ୍ଣ କରିବା ଲାଗି ସମୟ ଲାଗିପାରେ। କାହାରିକୁ ଆପଣଙ୍କ ଠାରୁ ଅତ୍ୟଧିକ ଆଶା ରହିବ। ବ୍ୟବସାୟରେ ଲାଭର ଯୋଗ ରହିଛି।

ସମ୍ବନ୍ଧିତ ଖବର